ETV Bharat / city

ବଡ଼ଦାଣ୍ଡ ମହୋତ୍ସବ: ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ମୂଳ ଲକ୍ଷ୍ୟ - ଆଧ୍ୟାତ୍ମିକ ଭାବନା

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ। ପ୍ରତି ରବିବାର ପୁରୀରେ ଅନୁଷ୍ଠିତ ହେବ ଏହି ବଡଦାଣ୍ଡ ମହୋତ୍ସବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 21, 2019, 6:00 PM IST

ପୁରୀ: ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି(ରବିବାର) ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ରବିବାର ସକାଳୁ ଭଜନ ସଙ୍କିର୍ତ୍ତନ, ଝୋଟି ଓ ଚିତ୍ରାଙ୍କନରେ ବଡ଼ଦାଣ୍ଡ ସଜେଇ ହୋଇଥିଲା । ଏଥିରେ ବିଭିନ୍ନ କଳାକାର ସାମିଲ ହୋଇଥିଲେ। ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏମିତି କିଛି ପ୍ରୟାସ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବଡ଼ଦାଣ୍ଡର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିଥିଲା ।

ତେବେ ପ୍ରତ୍ୟେକ ରବିବାର ପୁରୀରେ ଅନୁଷ୍ଠିତ ହେବ ବଡ଼ଦାଣ୍ଡ ମହୋତ୍ସବ । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବାକୁ ଏହି ପ୍ରୟାସ ଆରମ୍ଭ ହୋଇଛି । ପୁରୀର ସାହିଯାତ, ଓଡ଼ିଶୀ, ଗୋଟିପୁଅ ନୃତ୍ୟର ଝଲକ ଏହି ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା । ଅଗାମୀ ଉତ୍ସବରେ ସାମିଲ ହେବାକୁ ଥିବା କଳାକାର ମାନେ ରବିବାର ବଡ଼ଦାଣ୍ଡରେ ପହଞ୍ଚି ସ୍ବତଃ ପ୍ରବୃତ୍ତ ଭାବରେ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଡ଼ଦାଣ୍ଡ ମହୋତ୍ସବBody: ପୁରୀରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ମହୋତ୍ସବ । ଶ୍ରୀକ୍ଷେତ୍ର କୁ ଆସୁଥିବା ଭକ୍ତ ଙ୍କ ମନରେ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଓ ନିଆରା ଅନୁଭୂତି ନେଇ ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ପ୍ରଶାସନ ଆଜି ଆରମ୍ଭ କରିଛି।
ସକାଳୁ ଭଜନ ସଂକିର୍ତନ, ଝୋଟି ଓ ଚିତ୍ରାଙ୍କନରେ ବଡ଼ଦାଣ୍ଡ ସଜେଇ ହୋଇ ଥିଲା । ଏଥିରେ ବିଭିନ୍ନ କଳାକାର ସମିଲ ହୋଇ ଥିଲେ।ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏମିତି କିଛି ପ୍ରୟାସ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବଡ଼ଦାଣ୍ଡ ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିନେଇଥିଲା । ପ୍ରତ୍ୟେକ ରବିବାର ପୁରୀରେ ହେବ ବଡ଼ଦାଣ୍ଡ ମହୋତ୍ସବ । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବାକୁ ଏହି ପ୍ରୟାସ ଆରମ୍ଭ ହୋଇଛି । ପୁରୀର ସାହିଯାତ, ଓଡ଼ିଶୀ , ଗୋଟିପୁଅ ନୃତ୍ୟର ଝଲକ୍ ଏହି ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା । ଅଗାମୀ ଉତ୍ସବରେ ସାମିଲ ହେବାକୁ ଥିବା କଳାକାର ମାନେ ରବିବାର ବଡ଼ଦାଣ୍ଡ ରେ ପହଂଚି ସ୍ବତ ପ୍ରବୃତ୍ତ ଭାବରେ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.