ETV Bharat / city

ଶ୍ରୀମନ୍ଦିର ନିକଟରେ ଯୁବକଯୁବତୀଙ୍କ ଆପତ୍ତିଜନକ ଭିଡିଓ ଭାଇରଲ, ପବିତ୍ରତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ

author img

By

Published : Apr 21, 2022, 6:02 PM IST

ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁ ମଠରେ ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକଯୁବତୀଙ୍କ ଭିଡିଓ ଭାଇରଲ । ଶ୍ରୀମନ୍ଦିରର ପବିତ୍ରତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ନିକଟରେ ଯୁବକଯୁବତୀଙ୍କ ଆପତ୍ତିଜନକ ଭିଡିଓ ଭାଇରଲ, ପବିତ୍ରତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ
ଶ୍ରୀମନ୍ଦିର ନିକଟରେ ଯୁବକଯୁବତୀଙ୍କ ଆପତ୍ତିଜନକ ଭିଡିଓ ଭାଇରଲ, ପବିତ୍ରତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁ ମଠରେ ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକଯୁବତୀଙ୍କ ଭିଡିଓ ଭାଇରଲ । ଧର୍ମସ୍ଥାନରେ ଏପରି କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା । ଶ୍ରୀମନ୍ଦିର ସମ୍ମୁଖରେ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ଆକର୍ଷଣୀୟ ଗଛ ଲଗାଯାଇଛି । ତେବେ ଏହି ଗଛ ଆଢୁଆଳରେ କିଛି ଯୁବକଯୁବତୀଙ୍କ ବିଭିନ୍ନ ଆପତ୍ତିଜନକ କାର୍ଯ୍ୟ ଶ୍ରୀମନ୍ଦିରର ପବିତ୍ରତାକୁ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ ।

ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକି ସାଧାରଣରେ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି । ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁ ମଠ ଭିତରେ ଥିବା ଗଛ ଆଢୁଆଳରେ ଯୁବକଯୁବତୀ ଆପତ୍ତିଜନକ ଢଙ୍ଗରେ ବସିଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ବିଭିନ୍ନ ମହଲରେ କଡା କଡା ସମାଲୋଚନା କରାଯାଉଛି । ସେହିପରି ଫୁଲ କୁଣ୍ଡରେ ପଡିଥିବା ମଦ ବୋତଲ ଚିତ୍ର ମଧ୍ୟ ଭାଇରାଲ ହେଉଛି । ଏହାକୁ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ଭାବନା ଏବଂ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ତେଣୁ ଶ୍ରୀମନ୍ଦିର ଚାରିପାଖରେ କଡା ନିରାପତ୍ତା ବ୍ୟବସ୍ଥା ଲାଗୁ କରିବାକୁ ସୋସିଆଲ ମିଡିଆରେ ଦାବି ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.