ETV Bharat / city

ପୁରୀରେ ପହଁଚିଲେ ଅମିତ ଶାହା - ମହାପ୍ରଭୁ ଜଗନ୍ନାଥ

ମହାପ୍ରଭୁ ଜଗନ୍ନାଥଙ୍କୁ ଶନିବାର ଦର୍ଶନ କରିବା ପାଇଁ ଆଜି ସନ୍ଧ୍ୟାରେ ପୁରୀରେ ପହଁଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅଧିକ ପଢନ୍ତୁ..

amit-shah-at-puri
amit-shah-at-puri
author img

By

Published : Feb 29, 2020, 2:21 AM IST

ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସି ସନ୍ଧ୍ୟାରେ ପୁରୀରେ ପହଁଚିଛନ୍ତି। ଶନିବାର ସକାଳେ ଶ୍ରୀମନ୍ଦିର ଯାଇ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ସକାଳ 8 ଟା ରେ ସେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପୁରୀର ମେ ଫେୟାର ହୋଟେଲରେ ରାତ୍ରି ଯାପନ କରିବେ ଅମିତ ଶାହା।

ପୁରୀରେ ପହଁଚିଲେ ଅମିତ ଶାହା

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅମିତ ସାହାଙ୍କ ପାଇଁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସନ୍ଧ୍ୟାରେ ପୁରୀରେ ପହଁଚିବା ପରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଅମିତ ଶାହାଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ। ପରେ ପୁରୀ ବିଜେପି ନେତା ଓ କର୍ମୀ ଅମିତ ସାହାଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇ ଥିଲେ । ଏହି ଅବସରରେ ପୁରୀ ଜିଲ୍ଲାର ବିଜେପି ବିଧାୟକ ଓ ବରିଷ୍ଠ ନେତାଙ୍କ ସହିତ ସ୍ବଳ୍ପ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.