ETV Bharat / city

ବାୟୁସେନା ଦିବସ: ବାଲୁକା କଳାରେ ବାୟୁବୀରଙ୍କୁ ସୁଦର୍ଶନଙ୍କ ସମ୍ମାନ

88 ତମ ପ୍ରତିଷ୍ଠା ଦିବସ ଅବସରରେ ବାୟୁବୀରଙ୍କୁ ସମ୍ମାନ ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Oct 8, 2020, 7:36 PM IST

ବାୟୁସେନା ଦିବସ: ବାଲୁକା କଳାରେ ବାୟୁବୀରଙ୍କୁ ସୁଦର୍ଶନଙ୍କ ସମ୍ମାନ
ବାୟୁସେନା ଦିବସ: ବାଲୁକା କଳାରେ ବାୟୁବୀରଙ୍କୁ ସୁଦର୍ଶନଙ୍କ ସମ୍ମାନ

ପୁରୀ: ମହାମାରୀ କୋରୋନା ସଙ୍କଟ ସହ ସୀମାରେ ଉତ୍ତେଜନା ମଧ୍ୟରେ ନିଜର 88 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିୟାବାଦର ହିଣ୍ଡନ ଏୟାରବେସରେ ନିଜର ପରାକ୍ରମ ଦେଖାଇଛନ୍ତି ବାୟୁସେନାର ଯୁଦ୍ଧ ଏୟାରକ୍ରାଫ୍ଟ । ତେବେ 88 ତମ ବାୟୁସେନା ଦିବସରେ ବାୟୁବୀରଙ୍କୁ ସମ୍ମାନ ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଭାରତୀୟ ଯୁଦ୍ଧବିମାନର ବାଲୁକା କଳା କରି ବାୟୁସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ଯବାନଙ୍କୁ ସମ୍ମାନ ଜଣାଇ ତାଙ୍କ ଉପରେ ଦେଶ ଗର୍ବିତ ବୋଲି ଟ୍ବିଟ କରି ଲେଖିଛନ୍ତି ପଟ୍ଟନାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.