ETV Bharat / city

ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26ଟି ସ୍ବତନ୍ତ୍ର ଟ୍ରେନ - ଖୋର୍ଦ୍ଧା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26ଟି ସ୍ୱତନ୍ତ୍ର ଟ୍ରେନ

ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26 ଟି ଦୂରଗାମୀ ବିଶେଷ ଟ୍ରେନ। ରଥଯାତ୍ରା ସମୟରେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଅଛି। ଅଧିକ ପଢନ୍ତୁ...

ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26ଟି ସ୍ୱତନ୍ତ୍ର ଟ୍ରେନ

author img

By

Published : Jun 25, 2021, 4:55 PM IST

Updated : Jun 25, 2021, 5:11 PM IST

ଭୁବନେଶ୍ବର: ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26 ଟି ଦୂରଗାମୀ ବିଶେଷ ଟ୍ରେନ । ରଥଯାତ୍ରା ସମୟରେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଅଛି। କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଜୁଲାଇ ତୃତୀୟ ସପ୍ତାହରୁ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। 26ଟି ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଏହାର ଫେରନ୍ତା ଯାତ୍ରା ଆରମ୍ଭ କରିବ।

ଏହି ସବୁ ବିଶେଷ ଟ୍ରେନ ଗୁଡିକ ଉଭୟ ପାର୍ଶ୍ବରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ:

01. 02801/02802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ ଟ୍ରେନ |

02. 08405/08406 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଟ୍ରେନ |

03. 08401/08402 ପୁରୀ-ଓଖା-ପୁରୀ ସ୍ପେଶାଲ୍ ଟ୍ରେନ |

04. 02843/02844 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଟ୍ରେନ |

05. 02037/02038 ପୁରୀ-ଅଜମେର-ପୁରୀ ସ୍ପେଶାଲ୍ ଟ୍ରେନ |

06. 02815/02816 ପୁରୀ-ଆନନ୍ଦ ବିହାର-ପୁରୀ ନନ୍ଦନକାନନ୍ ସ୍ପେଶାଲ୍ ଟ୍ରେନ |07. 02875/02876 ପୁରୀ-ଆନନ୍ଦ ବିହାର-ପୁରୀ ନୀଳାଚଳ ସ୍ପେଶାଲ୍ ଟ୍ରେନ |

08. 02088/02087 ପୁରୀ-ହାୱଡ଼ା-ପୁରୀ ସ୍ପେଶାଲ୍ ଟ୍ରେନ |

09. 02063/02064 ପୁରୀ-ଯଶୋବନ୍ତପୁର-ପୁରୀ ସ୍ପେଶାଲ୍ ଟ୍ରେନ |

10. 02093/02094 ପୁରୀ-ଯୋଧପୁର-ପୁରୀ ସ୍ପେଶାଲ୍ ଟ୍ରେନ |

11. 08452/08451 ପୁରୀ-ହାଟିଆ-ପୁରୀ ତପସ୍ବିନୀ ସ୍ପେଶାଲ୍ ଟ୍ରେନ |

12. 08449/08450 ପୁରୀ-ପାଟନା-ପୁରୀ ବୈଦ୍ୟନାଥଧାମ ସ୍ପେଶାଲ୍ ଟ୍ରେନ |

13. 08419/08420 ପୁରୀ-ଜୟ ନାଗର-ପୁରୀ ସ୍ପେଶାଲ୍ ଟ୍ରେନ |

14. 02827/02828 ପୁରୀ-ସୁରଟ-ପୁରୀ ସ୍ପେଶାଲ୍ ଟ୍ରେନ |

15. 02859/02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ସ୍ପେଶାଲ୍ ଟ୍ରେନ |

16. 02866/02865 ପୁରୀ-ମୁମ୍ବାଇ ଏଲଟିଟି-ପୁରୀ ସ୍ପେଶାଲ୍ ଟ୍ରେନ |

17. 08477/08478 ପୁରୀ-ଯୋଗ ନଗରୀ ଋଷିକେଶ -ପୁରୀ ସ୍ପେଶାଲ୍ ଟ୍ରେନ |

18. 02145/02146 ମୁମ୍ବାଇ ଏଲଟିଟି- ପୁରୀ-ମୁମ୍ବାଇ ଏଲଟିଟି ସ୍ପେଶାଲ୍ ଟ୍ରେନ |

19. 02837/02838 ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ୍ ଟ୍ରେନ |

20. 02973/02974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଟ୍ରେନ |

21. 09209/09210 ଭାଲସାଡ଼-ପୁରୀ-ଭାଲସାଡ଼ ସ୍ପେଶାଲ୍ ଟ୍ରେନ |

22. 09493/09494 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଟ୍ରେନ |

23. 04709/04710 ବିକାନିର-ପୁରୀ-ବିକାନିର ସ୍ପେଶାଲ୍ ଟ୍ରେନ |

24. 07479/07480 ତିରୁପତି-ପୁରୀ-ତିରୁପତି ସ୍ପେଶାଲ୍ ଟ୍ରେନ |

25. 05640/05639 କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ |

26. 05644/05643 କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ |

ଏହି ଟ୍ରେନ ଗୁଡିକ ପାଇଁ ସ୍ଥିରୀକୃତ ରହଣି ସ୍ଥାନ ଓ ଷ୍ଟେସନ ମାନଙ୍କ ଠାରେ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ । ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଅଛି ଯେ ସେମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ (NTES) https://enquiry.indianrail.gov.in/mntes/ କିମ୍ବା http://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index ଅନୁସରଣ କରି ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ସୂଚନା ପାଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 25, 2021, 5:11 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.