ETV Bharat / city

ସିଲଭରସିଟିରେ ସ୍ୱାଭାବିକ ହେଲା ଭୋଟଗ୍ରହଣ - cuttack

ବହୁ ବାଦବିବାଦ ପରେ ସିଲିଭରସିଟିରେ ସ୍ୱାଭାବିକ ହୋଇଛି ଭୋଟଗ୍ରହଣ। ଇଭିଏମ ସମସ୍ୟାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଥିଲ ଅଶାନ୍ତି।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କଟକ
author img

By

Published : Apr 23, 2019, 12:11 PM IST

କଟକ: ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇସାରିଛି। ଇଭିଏମ୍‌ରେ ଯାନ୍ତ୍ରିକ ସମସ୍ୟା ଦେଖାଯିବା କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। କଟକ ସହରର ଖଟବିନ୍‌ ସାହି ସ୍ଥିତ 70 ନମ୍ବର ବୁଥରେ ପ୍ରାୟ 3 ଘଣ୍ଟାରୁ ଅଧିକ ସମୟ ଧରି ଇଭିଏମ ଅଚଳ ହୋଇପଡିଥିଲା।

ଯାହାକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ବେଶ କିଛି ସମୟର କସରତ ପରେ କାର୍ଯ୍ୟକ୍ଷମ ହୋଇଥିଲା ଇଭିଏମ। ଏହା ପରେ ଆରମ୍ଭ ହୋଇଥିଲା ଭୋଟଗ୍ରହଣ। ଯାହା ଏବେ ଜାରି ରହିଛି। ସବୁଠାରୁ ଅଣାୟତ୍ତ ପରିସ୍ଥିତି ଦେଖିବାକୁ ମିଳିଥିଲା ଖଟବିନ୍‌ ସାହିର 70 ନମ୍ବର ବୁଥରେ। ଇଭିଏମ୍‌ ସମସ୍ୟା ଯୋଗୁଁ ଭୋଟିଂ ସ୍ବାଭାବିକ ସମୟରେ ଆରମ୍ଭ ହୋଇପାରିନଥିଲ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, କଟକ

ଏଠାରେ ଲୋକେ ଆଙ୍ଗୁଠିରେ କାଳି ଲଗାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଭୋଟ୍‌ ଦେଇପାରିନଥିଲେ। ଏପରିକି ହାତରେ ଚିରୁକୁଟି ବୁଥ ମଧ୍ୟରେ ଫସିରହିଥିଲା। ଅନ୍ୟପଟେ ମକ୍‌ପୋଲିଂକୁ ଦେଖା ଦେଇଥିଲା ସମସ୍ୟା। ବୁଥରେ ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଇଭିଏମ୍‌ ସମସ୍ୟାର ସମାଧାନ ପରେ ମତଦାନ ସ୍ୱାଭାବିକ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ସ୍ଲଗ:ନିର୍ବାଚନୀ ସଭାରେ ଭୁଲ ବକ୍ତବ୍ୟ ଦେଇ ପୁଣି ମଞ୍ଚରେ ସ୍ପଷ୍ଟିକରଣ ଦେଲେ ହିଞ୍ଜିଳି ବିଜେପି ପ୍ରାର୍ଥୀ,ସେପଟେ ହାଇକୋର୍ଟ ଆଇନଜୀବି ଙ୍କ ପକ୍ଷରୁ ପିତାମ୍ୱର ଙ୍କୁ ବିରୋଦ୍ଧ କରାଯିବାକୁ ସଜବାଜ    ....

ରିପୋର୍ଟର: ସମୀରଆଚାର୍ଯ୍ୟ,

ଫମାର୍ଟ  :ଏଭିଓ+ବାଇଟ୍ ,

ସ୍ଥାନ      :   ବ୍ରହ୍ମପୁର ,

ତାରିଖ    : ୦୭-୦୪-୧୮.(ଭିଜୁଆଲ ମୋଜୋ ରେ ଯାଇଛି)

(ଆଙ୍କର)-ଗଞ୍ଜାମ ଜିଲ୍ଲାର ପୋଲସରା ଠାରେ ଆୟୋଜିତ ହୋଇଥିବା ବିଜେପି ଦଳର ବିଜୟ ସଂଙ୍କଳ୍ପ ସମାବେଶ ଅବସରରେ ଆୟୋଜିତ ନିର୍ବାଚନୀ ସଭାରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରୁଥିବା ପିତାମ୍ୱର ଆଚାର୍ଯ୍ୟ ଭାଷଣ ଦେଉଥିବା ସମୟରେ ମୋଦି ଙ୍କ ଚିହ୍ନ ହାତ ଚିହ୍ନ ବୋଲି କହିବା ସହ ନିଜର ବକ୍ତବ୍ୟ ଶେଷ କରି ବସିଯିବା ପରେ ଶେଷରେ ପୁଣି ଥରେ ମଞ୍ଚରେ ଏହାକୁ ନେଇ  ସ୍ପଷ୍ଟିକରଣ ଦେଇ କ୍ଷମା ଚାହୁଁଥିବା  କହିବା  ସହ ହାତ ଚିହ୍ନକୁ ପରିତ୍ୟାଗ କରି ପଦ୍ମ ଚିହ୍ନ କୁ ଭୋଟ ଦେବାକୁ କହିବା ସମୟରେ ଭୁଲ ହୋଇଯାଇଥିଲା ବୋଲି   ହିଞ୍ଜିଳି ବିଜେପି ଦଳର ଏହି  ପ୍ରାର୍ଥୀ କହିଥିଲେ ।ଯାହାକି ସଭାରେ ଚର୍ଚ୍ଚାର ବିଷୟ ପାଲଟିଥିଲା  । ସେପଟେ ହାଇକୋର୍ଟର କେତେକ  ଆଇନଜୀବିଙ୍କ ପକ୍ଷରୁ ବିଜେଡି କୁ ସମର୍ଥନ କରିବା ସହ ପିତାମ୍ୱର ଙ୍କୁ ବିରୋଦ୍ଧ କରି ଆଗକୁ ଆସିଛନ୍ତି କେତେକ ଆଇନଜୀବି  । ପିତାମ୍ୱର ଆଚାର୍ଯ୍ୟ ଜଣେ ଆଇନଜୀବି ହୋଇଥିଲେ ମଧ୍ୟ ତାଙ୍କ ବ୍ୟବହାର କୁ ଏହି ଆଇନଜୀବି ମାନେ ସମାଲୋଚନା କରିବା ସହ ଏହି ମୁଖ୍ୟମନ୍ତ୍ରୀ ଙ୍କ ସପକ୍ଷରେ ହିଞ୍ଜିଳି ଏବଂ ବିଜେଡି ପ୍ରାର୍ଥୀ  ଙ୍କୁ ବିଜୟୀ କରିବାକୁ ଆସିକା ଅଞ୍ଚଳରେ ପ୍ରଚାର କରିବାକୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି  ।  ଏପରିକି ପିତାମ୍ୱର ଙ୍କ ମାନସିକ ଅବସ୍ଥା ସଠିକ ନଥିବା କହି ସମାଲୋଚନା କରିଛନ୍ତି ଏହି ଆଇନଜୀବି ମାନେ  ।

ବାଇଟ୍-ଅସୀମ ଅମିତାବ(ବରିଷ୍ଠ ଆଇନଜୀବି, ଓଡିଶା ହାଇକୋର୍ଟ)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.