ETV Bharat / city

୭୧ତମ ଜାତୀୟ ଇଷ୍ଟ ଜୋନ୍‌ ବାସ୍କେଟବଲ ଚାମ୍ପିୟନସିପ୍‌ ଟ୍ରଫି ହାତେଇଲା ଉତ୍ତରପ୍ରଦେଶ - ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ

ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ କଟକରେ ୨୭ତାରିଖରୁ ଆରମ୍ଭ ହୋଇଥିବା ୭୧ତମ ଜାତୀୟ ଇଷ୍ଟ ଜୋନ୍ ସିନିଅର ବାସ୍କେଟବଲ ଚାମ୍ପିୟନସିପ ଶେଷ ହୋଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିୟନ । ଅଧିକ ପଢନ୍ତୁ

Uttar Pradesh won 71th senior national east zone basketball championship
୭୧ତମ ଜାତୀୟ ଇଷ୍ଟ ଜୋନ୍‌ ବାସ୍କେଟବଲ ଚାମ୍ପିୟନସିପ୍‌ ଟ୍ରଫି ହାତେଇଲା ଉତ୍ତରପ୍ରଦେଶ
author img

By

Published : Dec 31, 2021, 9:28 AM IST

Updated : Dec 31, 2021, 4:43 PM IST

କଟକ: ୭୧ତମ ଜାତୀୟ ଇଷ୍ଟ ଜୋନ୍ ସିନିଅର ବାସ୍କେଟବଲ ଚାମ୍ପିୟନସିପ ଶେଷ ହୋଇଛି । ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଗତ ୨୭ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ପ୍ରତିଯୋଗିତା ଗୁରୁବାର ଶେଷ ହୋଇଛି ।

ଏହାମଧ୍ୟ ପଢନ୍ତୁ: ବିନା ଦର୍ଶକରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଟି-୨୦ !

ପୁରୁଷ ବର୍ଗରେ ଉତ୍ତରାଖଣ୍ଡକୁ ହରାଇ ଉତ୍ତର ପ୍ରଦେଶ ହରାଇ ଚାମ୍ପିୟନ ହୋଇଥିଲା ବେଳେ ମହିଳା ବର୍ଗରେ ମଧ୍ୟ ଚାମ୍ପିୟନ ହୋଇଛି ଉତ୍ତର ପ୍ରଦେଶ। ଏହି ମେଗା ପ୍ରତିଯୋଗିତାରେ ୬ ଟି ରାଜ୍ୟ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶାର ଉଭୟ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଥିଲେ ।

୭୧ତମ ଜାତୀୟ ଇଷ୍ଟ ଜୋନ୍‌ ବାସ୍କେଟବଲ ଚାମ୍ପିୟନସିପ୍‌ ଟ୍ରଫି ହାତେଇଲା ଉତ୍ତରପ୍ରଦେଶ

ଲିଗ୍‌ ବେସିକରେ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଖେଳା ଯାଇଥିଲା। । ଓଡିଶା ବାସ୍କେଟବଲ କ୍ରୀଡା ସଂଘ ମଧ୍ୟ ପ୍ରଥମ ଥର ପାଇଁ ଏହି ମେଗା ଇଷ୍ଟ ଜୋନ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା । ତେବେ ଏହି ଅୟୋଜନ ସଫଳ ହେବା ସହ ଆଗାମୀ ଦିନରେ ଆହୁରି ମେଗା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସଂଘ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Dec 31, 2021, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.