ETV Bharat / city

ଏସସିବି ଛାତରୁ ଖସି ରୋଗୀ ମୃତ, କାରଣ ଅସ୍ପଷ୍ଟ

ଆସିଥିଲେ ବଡ ମେଡିକାଲକୁ ସୁସ୍ଥ ହେବାପାଇଁ । ହେଲେ ଛାତରୁ ପଡି ମୃତ୍ୟୁବରଣ କଲେ । ମେଡିକାଲର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ ।

author img

By

Published : Oct 12, 2019, 5:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସିଥିଲେ ଚିକିତ୍ସିତ ହେବାକୁ କିନ୍ତୁ ମେଡିକାଲର ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି ଜଣେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ବଡ ମେଡିକାଲରେ । ସୂଚନା ଅନୁସାରେ ମେଡିସିନ ବିଭାଗର ତିନି ମହଲା କୋଠା ଉପରୁ ଜଣେ ଅପରରିଚିତ ରୋଗୀ ପଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ରୋଗୀ ଜଣକ 10ଦିନ ତଳେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ରୋଗୀଙ୍କ ସହ କୌଣସି ସଂପର୍କୀୟ ନଥିବାରୁ ତାଙ୍କର ପରିଚୟ ମିଳିନାହିଁ । ଜଣେ ଚିକିତ୍ସିତ ହେଉଥିବା ରୋଗୀ କିଭଳି ଭାବେ ଛାତରୁ ଖସି ପଡିଲେ ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଏ ସଂପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ ବଡ଼ ମେଡ଼ିକାଲ ର ୩ ମହଲା ଛାତ ରୁ ପଡ଼ି ଜଣେ ବୟସ୍କ ରୋଗୀଙ୍କ ମୃତୁ ଘଟିଛି।ଏହି ରୋଗୀ ୧୦ ଦିନ ତଳେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ।ମୃତୁ ବରଣ କରିଥିବା ରୋଗୀଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।ରୋଗୀଙ୍କ ସହ କୌଣସି ସମ୍ପର୍କୀୟ ନ ଥିବା ବେଳେ,ତାଙ୍କ ପରିଚୟ ମଧ୍ୟ ମିଳି ନାହିଁ ।ମୃତ ରୋଗୀଙ୍କ ବୟସ ୭୦ ହେବ ବୋଲି ଅନୁମାନ କରାଯାଉଛି।ୱାର୍ଡ ରେ ଚିକିତ୍ସିତ ହେଉଥିବା ଏହି ରୋଗୀ କିପରି 3 ମହଲା ଛାତ ଉପରୁ ଗଳି ପଡ଼ିଲେ,ତାହାର କାରଣ ଜଣା ପଡ଼ିନାହିଁ।ତେବେ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳା ରୁ ଏଭଳି ଅଘଟଣ ଘଟିଥିବା ସଂଦେହ କରାଯାଉଛି।ତେବେ ଏନେଇ ଏସସିବି କର୍ତ୍ତୃପକ୍ଷ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.