ETV Bharat / city

କଟକକୁ କୋରୋନା ଭୟ, ପୁଣି 2 ସ୍ବାସ୍ଥକର୍ମୀ ପଜିଟିଭ୍‌ ଚିହ୍ନଟ - ସ୍ବାସ୍ଥକର୍ମୀ ପଜିଟିଭ୍‌ ଚିହ୍ନଟ

ସିଡିଏ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

two-health-staff-found-corona-positive-in-cuttack
କଟକକୁ କୋରୋନା ଭୟ, ପୁଣି 2 ସ୍ବାସ୍ଥକର୍ମୀ ପଜିଟିଭ୍‌ ଚିହ୍ନଟ
author img

By

Published : Jun 5, 2020, 7:19 AM IST

କଟକ: ସିଡିଏ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରର 30 ଜଣଙ୍କ ସଂଗ୍ରହ କରାଗଲା ସ୍ବାବ ।

ଏହା ସହ ଅନ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପୂର୍ବରୁ ସିଟି ମେଡିକାଲର ଜଣେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.