କଟକ: ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୂତ ସମ୍ପତି ଠୁଳ ମାମଲା । ତ୍ରିନାଥ ମିଶ୍ରଙ୍କ ପତ୍ନୀ ତିପ୍ତୀମୟୀ ମିଶ୍ରଙ୍କୁ ମିଳିଲା ଆଗୁଆ ଜାମିନ । ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ । ତ୍ରିନାଥଙ୍କ ସହ ତିପ୍ତୀମୟୀଙ୍କ ନାଁରେ ମଧ୍ୟ ମାମଲା ରୁଜ୍ଜୁ କରିଥିଲା ଭିଜିଲାନ୍ସ । ଆହବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ତ୍ରିନାଥ ମିଶ୍ର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ