ETV Bharat / city

ସୁଧୁରିବ କି କଟକର ଟ୍ରାଫିକ ସମସ୍ୟା ! - bus owner

କଟକର ମଧୁପାଟଣା ଛକ ଓ ସମ୍ରାଟ ହଲ ସାମ୍ନାରେ ମନ ଇଚ୍ଛା ବସ ରଖିବା କାରଣରୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏବେ ଏହି ଛକ ଠାରେ ବସ ରଖିଲେ ଦଣ୍ଡବିଧାନ କରାଯିବ ବୋଲି କଟକ ଡିସିପି, ଟ୍ରାଫିକ ଏସିପି, ଟ୍ରାଫିକ ଥାନା ଅଧିକାରୀ, ମଧୁପାଟଣା ଥାନା ଅଧିକାରୀ, 6 ନମ୍ବର ଜୋନ ଏସିପି ଏହି ଗୁରୁତ୍ବପୂର୍ଣ ନିଷ୍ପତି ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ
author img

By

Published : Aug 31, 2019, 8:06 PM IST

କଟକ:ମନ ଇଚ୍ଛା ବସ ରଖିବା ଉପରେ ଲାଗିବ କଟକଣା। ମନ ଇଛା ବସ ରଖିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜିବାରୁ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ବିଶେଷକରି କଟକର ମଧୁପାଟଣା ଛକ ଓ ସମ୍ରାଟ ହଲ ସାମ୍ନାରେ ମନଇଚ୍ଛା ବସ ରଖିବା ଦ୍ବାରା ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏବେ ଏହି ଛକ ଠାରେ ବସ ରଖିଲେ ଦଣ୍ଡବିଧାନ କରାଯିବ ବୋଲି କଟକ ଡିସିପି, ଟ୍ରାଫିକ ଏସିପି, ଟ୍ରାଫିକ ଥାନା ଅଧିକାରୀ, ମଧୁପାଟଣା ଥାନା ଅଧିକାରୀ, 6 ନମ୍ବର ଜୋନ ଏସିପି ଏହି ଗୁରୁତ୍ବପୂର୍ଣ ନିଷ୍ପତି ଗ୍ରହଣ କରିଛନ୍ତି ।

ତେଣୁ ଏନେଇ ବସ ମାଲିକ ମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ଯଦି କୌଣସି ବସ ଏହି ନିୟମକୁ ଉଲଙ୍ଘନ କରେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି। ଏବେ ଏଭଳି ନିଷ୍ପତି ଫଳରେ ଟ୍ରାଫିକ ସମସ୍ୟା ସୁଧୁରିବ ବୋଲି ମଧ୍ୟ କଟକ ଡିସିପି ଆଶା ପ୍ରକଟ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମନ ଇଛା ବସ ରଖିବା ଉପରେ ଲାଗିବ କଟକଣା। ମନ ଇଛା ବସ ରଖିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜିବାରୁ ଏଭଳି ନିଷ୍ପତି ନେଇଛି କମିଶନରେଟ ପୋଲିସ।ବିଶେଷକରି କଟକର ମଧୁପାଟଣା ଛକ ଓ ସମ୍ରାଟ ହଲ ସାମ୍ନାରେ ମନଇଚ୍ଛା ବସ ରଖିଲେ ତଣ୍ଡ ଗଣିବାକୁ ପଡିବ।
ଏନେଇ କଟକ ଡିସିପି,ଟ୍ରାଫିକ ଏସିପି,ଟ୍ରାଫିକ ଥାନା ଅଧିକାରୀ,ମଧୁପାଟଣା ଥାନା ଅଧିକାରୀ,6 ନମ୍ବର ଜୋନ ଏସିପି ଙ୍କୁ ନେଇ ଗୁରୁତ୍ୱପୂର୍ଣ ନିଷ୍ପତି ଗ୍ରହଣ କରାଯାଇଛି।ଏନେଇ ବସ ମାଲିକ ମାନଙ୍କୁ ମଧ୍ୟ ସତର୍କ କରାଯାଇଛି।ଜଦି କୌଣସି ବସ ଏହି ନିୟମକୁ ପାଳନ ନ କରେ,ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି।
ସୂଚନାଯୋଗ୍ୟ କଟକ ମଧୁପାଟଣା ଛକ ଓ ସମ୍ରାଟ ହଲ ସାମ୍ନାରେ ବସ ରଖି ଯାତ୍ରୀ ମାନଙ୍କୁ ବସ ରେ ନେଇଥାନ୍ତି।ଯାହାଫଳରେ ଟ୍ରାଫିକ ସମସ୍ୟା ଗୁରୁତ୍ୱର ଭାବେ ଦେଖିବାକୁ ମିଳିଥାଏ।ଏବେ ଏଭଳି ନିଷ୍ପତି ଫଳରେ ଟ୍ରାଫିକ ସମସ୍ୟା ସୁଧୁରିବ ବୋଲି କଟକ ଡିସିପି ଆଶା ପ୍ରକଟ କରିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.