ETV Bharat / city

ଭୁବନେଶ୍ୱରରେ ଟ୍ରାଫିକ ନିୟନ୍ତ୍ରଣ ବାଧାପ୍ରାପ୍ତ: ପୋଲିସ କମିଶନର

author img

By

Published : Oct 9, 2019, 3:18 PM IST

ଭୁବନେଶ୍ବରରେ ସୃଷ୍ଟି ହୋଇଛି ଟ୍ରାଫିକ ସମସ୍ୟା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଡଭାଇଜରି ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଭୁବନେଶ୍ୱରରେ ଟ୍ରାଫିକ ନିୟନ୍ତ୍ରଣ ବାଧାପ୍ରାପ୍ତ: ସୁଧାଂଶୁ ଷଡ଼ଙ୍ଗୀ

କଟକ: ଚାଲିଛି ମାଆଙ୍କ ଭଷାଣୀ ଉତ୍ସବ । ଯାହାକୁ ନେଇ ଭୁବନେଶ୍ବରରେ ସୃଷ୍ଟି ହୋଇଛି ଟ୍ରାଫିକ ସମସ୍ୟା । ତେବେ ଖୁବ୍ କମ ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଡଭାଇଜରି ଜାରି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଭୁବନେଶ୍ୱରରେ ଟ୍ରାଫିକ ନିୟନ୍ତ୍ରଣ ବାଧାପ୍ରାପ୍ତ: ସୁଧାଂଶୁ ଷଡ଼ଙ୍ଗୀ

ଏତତ୍ ବ୍ୟତୀତ କଟକରେ ସକାଳୁ ଆରମ୍ଭ ହୋଇଛି ଭଷାଣୀ ଉତ୍ସବ । ସମସ୍ତ ମେଢ ସମୟ ଅନୁଯାୟୀ ପୂଜା ମଣ୍ଡପରୁ ବାହାରିଛନ୍ତି । ଭସାଣୀ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ 57 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏନେଇ ପ୍ରତି ଗଳିକନ୍ଦିରେ ପୋଲିସ ଫୋର୍ସ ନିୟୋଜିତ ହୋଇଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ତେବେ ସମୟ ଅନୁସାରେ ସମସ୍ତ କାର୍ଯ୍ୟ ସରିବା ନେଇ ଜଣାଇଛନ୍ତି ପୋଲିସ କମିଶନର।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଭୁବନେଶ୍ୱର ରେ ଭୁଶୁଡି ପଡିଛି ଟ୍ରାଫିକ ବ୍ୟବସ୍ତା । ଦୁର୍ଗା ପୂଜା ଭସାଣି କୁ ନେଇ ଏପରି ଅଵବ୍ୟସ୍ତା ସମ୍ନା କୁ ଆସୁଛି । ତେବେ ଖୁବ କମ ସମୟ ମଧ୍ୟରେ ଏହି ଭିଡ଼ କୁ ଆୟତ୍ତ କରିବା ପାଇଁ ଆଡ଼ଭାଇଜରି ଜାରି କରାଯାଇଛି ବୋଲି କହିଛନ୍ତି ପୋଲସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଏହାଛଡା କଟକ ରେ ସକାଳୁ ଭସାଣି ଉତ୍ସବ ଜାରି ରହିଛି । ସବୁ ମେଢ଼ ସମୟ ଅନୁଯାୟୀ ସେମାନଙ୍କ ଭଷାଣି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । 57 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହାସହିତ ପ୍ରତି ଗଳି କନ୍ଦି ରେ ପୋଲିସ ମୁତୟନ କରାଯାଇଛି । ଆଉ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ଆଉ ଆଶା ରହିଛି ସବୁ ସମୟ ଅନୁସାରେ ସମାପ୍ତ ହେବ ।

Body:ବାଇଟ: ସୁଧାଂଶୁ ଷଡ଼ଙ୍ଗୀ(ପୋଲସ କମିଶନର)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.