ETV Bharat / city

ବାଲିଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ଆଡ଼ଭାଇଜରି

author img

By

Published : Nov 11, 2019, 10:51 PM IST

ଐତିହାସିକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ

କଟକ: ରାତି ପାହିଲେ ଉଦଘାଟନ ହେବ ଐତିହାସିକ କଟକ ବାଲିଯାତ୍ରା-2019 । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମେଳା ଦେଖିବାକୁ ଆସୁଥିବା ଦର୍ଶକଙ୍କ ଗାଡି ପାର୍କିଂକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରି ।

cuttack baliyatra
ଫଟୋ ସୌଜନ୍ୟ:ଟ୍ବିଟର @cpbbsrctc

ଚଳିତବର୍ଷ 10ଟି ସ୍ଥାନକୁ ପାର୍କିଂ ପାଇଁ ଚୟନ କରିଛି କମିଶନରେଟ ପୋଲିସ । ଚୟନ ହୋଇଥିବା ସ୍ଥାନରେ 2 ଚକିଆ ଠୁ ଆରମ୍ଭ କରି 3 ଚକିଆ ଓ 4 ଚକିଆ ଯାନକୁ ପାର୍କିଂ ପାଇଁ ସାଧାରଣ ଜନତାକୁ ପରାମର୍ଶ ଦେଇଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: 2019 ଐତିହାସିକ ବାଲିଯାତ୍ରା ପାଇଁ ଲାଗୁ ହେଲା ଟ୍ରାଫିକ ଆଡ଼ଭାଇଜରି । 10 ଟି ସ୍ଥାନ କୁ ପାର୍କିଂ ପାଇଁ ଚୟନ କରିଛି କମିଶନରେଟ ପୋଲିସ । ସେହି ସ୍ଥାନ ରେ ଦୁଇ ଚକିଆ , ତିନି ଓ ଚାରି ଚକିଆ ଯାନ କୁ ପାର୍କିଂ ପାଇଁ ସାଧାରଣ ଜନତା ଙ୍କୁ ପରାମର୍ଶ ଦେଇଛି ପୋଲିସ ।

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.