ETV Bharat / city

ମମିତା ମେହେର ମୃତ୍ୟୁ ଘଟଣା, ଆସନ୍ତାକାଲି DG ଅଫିସ ଘେରିବ ଯୁବ କଂଗ୍ରେସ

author img

By

Published : Oct 25, 2021, 6:35 PM IST

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଆସନ୍ତାକାଲି(ମଙ୍ଗଳବାର) ପୋଲିସ ମୁଖ୍ୟାଳୟ ଘେରାଉ କରିବ ଯୁବ କଂଗ୍ରେସ । ଅଧିକ ପଢନ୍ତୁ...

ମମିତା ମେହେର ମୃତ୍ୟୁ ଘଟଣା, ଆସନ୍ତାକାଲି DG ଅଫିସ ଘେରିବ ଯୁବ କଂଗ୍ରେସ
ମମିତା ମେହେର ମୃତ୍ୟୁ ଘଟଣା, ଆସନ୍ତାକାଲି DG ଅଫିସ ଘେରିବ ଯୁବ କଂଗ୍ରେସ

କଟକ: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଆସନ୍ତାକାଲି(ମଙ୍ଗଳବାର) ପୋଲିସ ମୁଖ୍ୟାଳୟ ଘେରାଉ କରିବ ଯୁବ କଂଗ୍ରେସ । ମମିତାଙ୍କ ପରିବାରକୁ ନ୍ୟାୟ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫଦାରୀ ସହ କଳାହାଣ୍ଡିରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ ଇତ୍ୟାଦି ପ୍ରସଙ୍ଗରେ ଏହି ଘେରାଉ କରାଯିବ ।

ଏହି ଘେରାଉରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଯୁବ କଂଗ୍ରେସ କର୍ମୀ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ଯଦି ମମିତା ମେହେରଙ୍କୁ ନ୍ୟାୟ ନମିଳେ, ତେବେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଯୁବ କଂଗ୍ରେସ କହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.