ETV Bharat / city

ବଢୁଛି ରକ୍ତ ସଙ୍କଟ, କୋଭିଡ ମହାମାରୀ ଯୋଗୁଁ କମିଛି ରକ୍ତ ସଂଗ୍ରହ - ଟିକାକରଣ

କୋରୋନା ମହାମାରୀ ଯୋଗୁଁ ହସ୍ପିଟାଳରେ ଦେଖିବାକୁ ମିଳିଛି ରକ୍ତ ଜନୀତ ସମସ୍ୟା । କୋଭିଡ ପାଇଁ ରାଜ୍ୟରେ ହୋଇପାରିନି ରକ୍ତଦାନ । ଅଧିକ ପଢନ୍ତୁ...

ବଢୁଛି ରକ୍ତ ସଙ୍କଟ, କୋଭିଡ ମହାମାରୀ ଯୋଗୁଁ କମିଛି ରକ୍ତ ସଂଗ୍ରହ

author img

By

Published : Jul 10, 2021, 7:16 PM IST

କଟକ: କୋଭିଡ ସମୟରେ ରକ୍ତର ଅଭାବ ଦୃଶ୍ୟମାନ ହେଉଛି । ସାଧାରଣତଃ ଯେତିକି ୟୁନିଟ ରକ୍ତ ସଂଗ୍ରହ ହୋଇଥାଏ ତା ଠାରୁ ବହୁତ କମ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ ହେଉଛି । ଅନେକ ସଂସ୍ଥା ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିରର (Blood Donation Camp) ଆୟୋଜନ କରାଯାଇ ତାହା ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି । ତଥାପି ରକ୍ତର ଅଭାବ ଦେଖିବାକୁ ମିଳିଛି ।

ବଢୁଛି ରକ୍ତ ସଙ୍କଟ, କୋଭିଡ ମହାମାରୀ ଯୋଗୁଁ କମିଛି ରକ୍ତ ସଂଗ୍ରହ

ଏନେଇ ଜାତୀୟ ରକ୍ତଦାତା ମହାସଂଘର ଉପ ସଭାପତି କହିଛନ୍ତି କି କୋରୋନା ମହାମାରୀ ଯୋଗୁଁ ସଠିକ୍ ଭାବରେ ରକ୍ତଦାନ ଶିବିରର ଆୟୋଜନ ହୋଇପାରି ନଥିବା ବେଳେ କୋଭିଡ ନିୟମ ପାଳନ ଯୋଗୁଁ ରକ୍ତଦାନ କାର୍ଯ୍ୟକ୍ରମ ସମ୍ଭବପର ହୋଇନଥିଲା । 18 ରୁ 44 ବର୍ଷ ବୟସ୍କ ବ୍ୟକ୍ତିମାନେ ଅଧିକ ରକ୍ତଦାନ କରୁଥିବା ବେଳେ ସରକାରଙ୍କ ତରଫରୁ ଏହି ବର୍ଗର ଲୋକଙ୍କୁ ଟିକାକରଣ କରାଯାଉଥିବାରୁ ରକ୍ତଦାନ ନେଇ ବିଶେଷ ଭାବରେ ସମସ୍ୟା ଦେଖାଦେଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.