ETV Bharat / city

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନର ଦୃଢ ପଦକ୍ଷେପ - କୋଭିଡ ସଂକ୍ରମଣ

ଦ୍ରୁତ ସଂକ୍ରମଣ ରୋକିବାକୁ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ସାବାଡ କରିବାକୁ ଚେକିଂ କଡାକଡି । କାମ ନଥିଲେ ସୁଦ୍ଧା ରାସ୍ତାରେ ଏଣେ ତେଣେ ଘୁରି ବୁଲୁଛନ୍ତି ଅମାନିଆ । ଅଧିକ ପଢନ୍ତୁ...

ଅମାନିଆଙ୍କୁ ସାବଡ଼ କରିବାକୁ ପ୍ରଶାସନର ପଦକ୍ଷେପ

author img

By

Published : May 9, 2021, 4:23 PM IST

କଟକ: ସିଲଭର ସିଟିରେ ଦିନକୁ ଦିନ କୋଭିଡ ଜନୀତ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଗତ ଦୁଇ ଦିନରେ ହଜାରେରୁ ଉର୍ଦ୍ଧ୍ବ ପାର କଲାଣି ସଂକ୍ରମଣ । ରବିବାର ସାମାନ୍ୟ ହ୍ରାସ ପାଇଛି ପଜିଟିଭଙ୍କ ସଂଖ୍ୟା । ଯାହାର କାରଣ କେବଳ କେଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ।

ଅମାନିଆଙ୍କୁ ସାବଡ଼ କରିବାକୁ ପ୍ରଶାସନର ପଦକ୍ଷେପ

କାରଣ ବିନା କାରଣରେ କିଛି କାମ ନ ଥିଲେ ସୁଦ୍ଧା ରାଜ ରାସ୍ତାରେ ଏଣେ ତେଣେ ଘୁରି ବୁଲୁଛନ୍ତି ଅମାନିଆ । ଆଉ କଟକ ସହରର ଗଳି କନ୍ଦିରେ ମଧ୍ୟ ବାଇକ୍ ଯୋଗେ ଯାତାୟାତ କରୁଛନ୍ତି । ତେବେ ଅମାନିଆଙ୍କୁ ଯଦି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ମାତ୍ରାରେ ଚେକିଂ କଡାକଡି ଭାବେ କେଭିଡ ନିୟମକୁ ପାଳନ କରନ୍ତି ତେବେ, ଆଗାମୀ ଦିନରେ କୋଭିଡ ସଂକ୍ରମଣ କମିବା ସହ ଏହି ଲକଡାଉନ ସମୟରେ ସଂକ୍ରମଣର ମାତ୍ରା ସମ୍ପୂର୍ଣ୍ଣ ରୂପେ କମ ହୋଇପାରିବ ।

କଟକରୁ ପ୍ରଭୂ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.