ETV Bharat / city

ଭିନ୍ନକ୍ଷମ ଶିଶୁଙ୍କ ପାଇଁ ପ୍ରଶାସନ ପକ୍ଷରୁ ମିଳିବ ସରକାରୀ ସହାୟତା

author img

By

Published : Aug 2, 2021, 10:53 PM IST

ଜିଲ୍ଲାରେ ବସବାସ କରୁଥିବା ଭିନ୍ନକ୍ଷମ ଶିଶୁଙ୍କୁ ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ । ଆଉ ଏହା ମାଧ୍ୟମରେ ଶିଶୁଙ୍କୁ ମିଳିବ ସରକାରୀ ସହାୟତା । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ଶିଶୁଙ୍କ ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ମିଳିବ ସରକାରୀ ସହାୟତା

କଟକ: ସିଲଭର ସିଟିରେ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଖୁସି ଖବର । ଆଉ ସମସ୍ତେ ପାଇବେ ସରକାରୀ ସୁବିଧା । ପ୍ରଥମ ପର୍ଯ୍ୟାୟରେ 6 ବର୍ଷ ମଧ୍ୟରେ ଯେଉଁ ଶିଶୁ ଭିନ୍ନକ୍ଷମ ହୋଇଥିବେ, ସେମାନଙ୍କୁ ପର୍ଯ୍ୟାୟ କ୍ରମରେ ଚୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେପଟେ ସମସ୍ତ ବ୍ଲକ ଅଧୀନରେ ଥିବା ଅଙ୍ଗନବାଡି କର୍ମୀଙ୍କୁ ଦିଆଯିବ ଏହି ଦାୟିତ୍ବ । ସମସ୍ତଙ୍କ ସର୍ଭେ ସରିବା ପରେ ସରକାରଙ୍କ ନିକଟକୁ ପଠାଯିବ ଦସ୍ତାବିଜ । ଏହାପରେ ଏହି ଶିଶୁଙ୍କୁ ମିଳିବ ସରକାରୀ ପ୍ରୋତ୍ସାହନ । ଏହି ଯୋଜନାରୁ କେହି ଯେପରି ବଞ୍ଚିତ ହେବେନି, ସେ ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.