ETV Bharat / city

Tapaswini-Sumit Marital Discord: ମଧ୍ୟସ୍ଥା କେନ୍ଦ୍ରରେ ବାହାରିଲା ନାହିଁ ସମାଧାନ

author img

By

Published : Apr 11, 2022, 9:58 PM IST

ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ବିବାଦ । ଆଜି ସରିଲା ଦ୍ବିତୀୟ ପର୍ଯ୍ୟାୟ କାଉନସେଲିଂ । ଆସି ପାରିଲାନି କୌଣସି ନିଷ୍କର୍ସ । ଆପୋସ ବୁଝାମଣାର ବାଟ ଫିଟିନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟ ହାଜର ହୋଇଥିଲେ । ଅଧିକ ପଢନ୍ତୁ

ମଧ୍ୟସ୍ଥା କେନ୍ଦ୍ରରେ ବାହାରିଲା ନାହିଁ ସମାଧାନ

କଟକ: ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ବିବାଦ । ଆଜି ସରିଲା ଦ୍ବିତୀୟ ପର୍ଯ୍ୟାୟ କାଉନସେଲିଂ। ଆସି ପାରିଲାନି କୌଣସି ନିଷ୍କର୍ସ । ଆପୋସ ବୁଝାମଣାର ବାଟ ଫିଟିନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟ ହାଜର ହୋଇଥିଲେ ।

ଆଜି ଦ୍ବିତୀୟ ଥର ପାଇଁ ହାଜର ହୋଇଥିଲେ ମଧ୍ୟ ମଧ୍ୟସ୍ଥତାରୁ କିଛି ସୁଫଳ ମିଳିବାର ସମ୍ଭବନା ନାହିଁ ବୋଲି ଆଜିର ମଧ୍ୟସ୍ଥତା ରେ ସ୍ପଷ୍ଟ ହୋଇଛି । ମଧ୍ୟସ୍ଥତା ଶେଷ ହେବା ପରେ ଏନେଇ ଖୁବ ଶୀଘ୍ର ହାଇକୋର୍ଟରେ ରିପୋର୍ଟ ଦଖଲ କରାଯିବ । ପ୍ରଥମ ଦିନ ପ୍ରାୟ 3 ଘଣ୍ଟା ଏବଂ ଆଜି ମଧ୍ୟ ଅଢେଇ ଘଣ୍ଟା ଧରି ହାଇକୋର୍ଟଙ୍କ ଦ୍ଵାରା ମଧ୍ୟସ୍ଥ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ତାହା ସୁଫଳ ହୋଇନଥିବା ସ୍ପଷ୍ଟ ହୋଇଛି । ଆସନ୍ତା 13 ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.