ETV Bharat / city

ସ୍ବର୍ଗଧାମ ପାଇଁ ରାଜ୍ୟପାଳ ପ୍ରଦାନ କଲେ 1 ଲକ୍ଷ ଟଙ୍କା

author img

By

Published : Dec 24, 2019, 6:41 AM IST

ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଖପୁରିଆ ଅଞ୍ଚଳରେ ହୋଇଥିବା ସ୍ବର୍ଗଧାମକୁ ଉଦଘାଟନ କରିଛନ୍ତି ।

ସ୍ବର୍ଗଧାମ ଉଦଘାଟିତ
ସ୍ବର୍ଗଧାମ ପାଇଁ ରାଜ୍ୟପାଳ ପ୍ରଦାନ କଲେ 1 ଲକ୍ଷ ଟଙ୍କା

କଟକ: ଖପୁରିଆ ଅଞ୍ଚଳରେ ଉଦଘାଟିତ ହୋଇଛି ସ୍ବର୍ଗଧାମ । ଯଦିଓ ଏହା ପୂର୍ବରୁ ଥିଲା ତଥାପି ଏହାକୁ ନବୀକରଣ କରାଯାଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏହି ସ୍ବର୍ଗଧାମକୁ ଉଦଘାଟନ କରିଛନ୍ତି ।

ସ୍ବର୍ଗଧାମ ପାଇଁ ରାଜ୍ୟପାଳ ପ୍ରଦାନ କଲେ 1 ଲକ୍ଷ ଟଙ୍କା

ଏହି ସ୍ବର୍ଗଧାମ ନିକଟରେ ତୁଝେ ସଲାମର ସହିଦ ସ୍ଥମ୍ଭ ମଧ୍ୟ ଉଦଘାଟନ କରାଯାଇଛି । ଏହା ୫୬ ଫୁଟ ଉଚ୍ଚତା ବିଶିଷ୍ଟ । ଏହାର ଠିକ ଆଗରେ ୬ ଜଣ ସହିଦମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଅନ୍ୟପଟେ ଏଭଳି କାର୍ଯ୍ୟକୁ ରାଜ୍ୟପାଳ ପ୍ରସଂଶା କରିବା ସହ ଏଥିପାଇଁ 1 ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି । ଏହିଭଳି ମହତ କାର୍ଯ୍ୟ ପାଇଁ ଆହୁରି ଆବଶ୍ୟକ ପଡ଼ିଲେ ସେ ଅର୍ଥ ଯୋଗାଇବେ ବୋଲି ରାଜ୍ୟପାଳ ପ୍ରତିକ୍ରିୟାରେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଖପୁରିଆ ଅଞ୍ଚଳରେ ଉଦଘାଟିତ ହୋଇଛି ସ୍ୱର୍ଗଧାମ।ଯଦିଓ ଏହା ପୂର୍ବରୁ ଥିଲା ତଥାପି ଏହାକୁ ନବୀକରଣ କରାଯାଇଛି।ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏହି ସ୍ୱର୍ଗଧାମ କୁ ଉଦଘାଟନ କରିଛନ୍ତି।
ଏହି ସ୍ୱର୍ଗଧାମ ନିକଟରେ ତୁଝେ ସଲାମ ର ସହିଦ ସ୍ଥମ୍ଭ ମଧ୍ୟ ଉଦ୍ଘାଟନ କରାଯାଇଛି। ଏହା ୫୬ ଫୁଟ ଉଚ୍ଚତା ବିଶିଷ୍ଟ।ଏହାର ଠିକ ଆଗରେ ୬ ଜଣ ସହିଦ ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।ଅନ୍ୟପଟେ ଅଭଳି କାର୍ଯ୍ୟ କୁ ରାଜ୍ୟପାଳ ପ୍ରସଂଶା କରିବା ସହ ଏଥିପାଇଁ ଏକ ଲକ୍ଷଟଙ୍କାର ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି ଏହି ଭଳି ମହତ କାର୍ଯ୍ୟ ପାଇଁ ଆହୁରି ଆବଶ୍ୟକ ପଡ଼ିଲେ ସେ ଯୋଗାଇବେ ବୋଲି ରାଜ୍ୟପାଳ ପ୍ରତିକ୍ରିୟାରେ କହିଛନ୍ତି

ବାଇଟ - ପ୍ରଫେସର ଗଣେଶି ଲାଲ,ରାଜ୍ୟପାଳ।
ବାଇଟ - ପ୍ରଭାତ ବିଶ୍ୱାଳ, ପୂର୍ବତନ ବିଧାୟକ।
ବାଇଟ - ଶରତ ସାହୁ,ସଭାପତି ସ୍ୱର୍ଗଧାମ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.