ETV Bharat / city

କଟକରେ ଚର୍ଚ୍ଚିତ ଆଇନଜୀବୀ AP Singh

author img

By

Published : Sep 6, 2021, 4:56 PM IST

କଟକରେ ପହଞ୍ଚିଲେ ସୁପ୍ରିମ କୋର୍ଟ ଆଇନଜୀବୀ ଏ ପି ସିଂ । ଦାରା ସେନାର ମୁଖ୍ୟ ମୁକେଶ ଜୈନଙ୍କ ମାମଲାର ଡିସଚାର୍ଜ ପାଇଁ କଲେ ଆବେଦନ । ଅଧିକ ପଢନ୍ତୁ...

କଟକରେ ଚର୍ଚ୍ଚିତ ଆଇନଜୀବୀ ଏ ପି ସିଂ
କଟକରେ ଚର୍ଚ୍ଚିତ ଆଇନଜୀବୀ ଏ ପି ସିଂ

କଟକ: କଟକରେ ପହଞ୍ଚିଲେ ସୁପ୍ରିମକୋର୍ଟ ଆଇନଜୀବୀ ଏପି ସିଂ । କଟକ JMFC ଅଦାଲତରେ ଦାରା ସେନାର ମୁଖ୍ୟ ମୁକେଶ ଜୈନଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ଡିସଚାର୍ଜ ପିଟିସନ ଦାଖଲ କରିବା ପାଇଁ ସେ ସେ କଟକ ଆସିଥିବା ସୂଚନା ରହିଛି ।

କଟକରେ ଚର୍ଚ୍ଚିତ ଆଇନଜୀବୀ ଏ ପି ସିଂ

ଗତବର୍ଷ ରଥଯାତ୍ରାକୁ ନେଇ ଉପୁଜିଥିବା ବିବାଦ ସମୟରେ ମୁକେଶ ଜୈନ ସୋସିଆଲ ମିଡିଆରେ କିଛି ବିବାଦୀୟ ପ୍ରସଙ୍ଗ ପୋଷ୍ଟ କରିଥିଲେ। ଏହାସହ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ତାଙ୍କ ନାମରେ ଏକାଧିକ ମାମଲା ଦାୟର ହେବା ସହ ଗିରଫ ମଧ୍ୟ କରାଯାଇଥିଲା । ଉକ୍ତ ମାମଲାରେ ମୁକେଶ ଜୈନଙ୍କୁ ପୂର୍ବରୁ ଜାମିନ ମିଳିସାରି ଥିବାବେଳ ଏହାକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ପାଇଁ ଆଜି ସିଟି JMFC ଅଦାଲତରେ ଡିସଚାର୍ଜ ପିଟିସନ ଦାୟର କରିବା ପାଇଁ ପହଞ୍ଚିଛନ୍ତି ଏ.ପି ସିଂହ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.