ETV Bharat / city

ETV Bharat Impact: କଟକ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

ଖାଇବା ତେଲ କଳାବଜାରୀ ରୋକିବାକୁ କଟକ ମାଲଗୋଦାମରେ ଚଢ଼ାଉ କଲା ଯୋଗାଣ ବିଭାଗ । ଅଧିକ ପଢନ୍ତୁ

author img

By

Published : Mar 5, 2022, 8:48 AM IST

ETV Bharat Impact:  କଟକ ମାଲଗୋଦାମରେ ଯୋଗାଣ ବିଭାର ଚଢ଼ାଉ

କଟକ: ଇଟିଭି ଭାରତର ମହାପ୍ରଭାଵ ! କଟକ ମାଲଗୋଦାମରେ ଚଢ଼ାଉ କଲା ଯୋଗାଣ ବିଭାଗ । ଖାଇବା ତେଲ କଳାବଜାରୀ ରୋକିବାକୁ ଚଢାଉ କରିଛି ଯୋଗାଣ ବିଭାଗ। MRP ଠାରୁ ଅଧିକ ଦରରେ ଖାଇବା ତେଲ ବିକ୍ରୟ ନେଇ ଗତକାଲି କେବଳ ETV Bharat ରେ ଖବର ପ୍ରସାରଣ କରାଯାଇଥିଲା। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଯୋଗାଣ ନିରୀକ୍ଷକଙ୍କ ସମେତ ଏକ ଟିମ ମାଲଗୋଦାମର ବିଭିନ୍ନ ଖାଇବା ତେଲ ଦୋକାନ ଓ ଗୋଦାମରେ ଯାଞ୍ଚ କରିଥିଲେ।

ଯାଞ୍ଚପରେ ଗ୍ରାହକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ। ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ଅଛି ତେଣୁ ଅଧିକ ତେଲ ନେଇ ଘରେ ଗଚ୍ଛିତ ନ କରିବା ପାଇଁ ମଧ୍ୟ କହିଛି ଯୋଗାଣ ବିଭାଗ। ଏହାଛଡା ପ୍ରତି ଦୋକାନ ସାମ୍ନାରେ ଷ୍ଟକ ବୋର୍ଡ ଲଗାଇବାକୁ ଦୋକାନୀ ମାନଙ୍କୁ କୁହାଯାଇଛି।

କଟକରୁ ପ୍ରଭୁକଲ୍ୟାଣପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.