ETV Bharat / city

ବର୍ଦ୍ଧିତ ତୈଳ ଦର ନେଇ ଗର୍ଜିଲା ଏସୟୁସିଆଇ - ବର୍ଦ୍ଧିତ ତୈଳ ଦର ନେଇ ଗର୍ଜିଲା ଏସୟୁସିଆଇ

ହୁ ହୁ ହୋଇ ବଢୁଛି ତୈଳ ଦର । କୋଭିଡ ମହାମାରୀ ସମୟରେ ଏହି ଦର ବୃଦ୍ଧି ଜୀବନକୁ କରିଛି ପ୍ରଭାବିତ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ । ଅଧିକ ପଢନ୍ତୁ...

SUCI protest against rising-oil-prices-in-cuttack
ବର୍ଦ୍ଧିତ ତୈଳ ଦର ନେଇ ଗର୍ଜିଲା ଏସୟୁସିଆଇ
author img

By

Published : Jun 9, 2021, 3:55 PM IST

କଟକ: ହୁ ହୁ ହୋଇ ବଢୁଛି ତୈଳ ଦର । କୋଭିଡ ମହାମାରୀ ସମୟରେ ଏହି ଦର ବୃଦ୍ଧି ଜୀବନକୁ କରିଛି ପ୍ରଭାବିତ । କୋଟି କୋଟି ଲୋକଙ୍କ କର୍ମ ସଂସ୍ଥାନ୍ନ ଯାଇଛି, କୋଟି କୋଟି ଲୋକ ଅନାହାର ଅର୍ଦ୍ଧାହାରରେ କାଳ ତିପାତ କରୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀର ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଛି ସେଇ ସମୟରେ ଅସମ୍ଭବ ମୂଲ୍ୟ ବୃଦ୍ଧି ସମ୍ପୂର୍ଣ୍ଣ ବେଦନାଦାୟକ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ ।

ବର୍ଦ୍ଧିତ ତୈଳ ଦର ନେଇ ଗର୍ଜିଲା ଏସୟୁସିଆଇ

ତେବେ ଏହି ବୃଦ୍ଧିକୁ କମା ନଗଲେ ନିହାତି ଦେଶର ସ୍ଥିତି ସମ୍ପୂର୍ଣ୍ଣ ବିଗିଡିବ । ତେଣୁ କେନ୍ଦ୍ର ସରକାର ଏବେଠୁ ଯଦି ନଚେତିବ ତେବେ ଆଗାମୀ ଦିନରେ ବଡ଼ ଜନ ଆନ୍ଦୋଳନର ସାମ୍ନା କରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.