ETV Bharat / city

କଟକରେ ଆରମ୍ଭ ହେଲା ସାଉଥ ଏସିଆନ ବାସ୍କେଟବଲ ଚାମ୍ପିୟନସିପ - ଆରମ୍ଭ ହେଲା ସାଉଥ୍‌ ଏସିଆନ ବାସ୍କେଟବଲ ଚମ୍ପିଆନସିପ୍‌

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ସାଉଥ୍ ଏସିଆନ୍‌ ବାସ୍କେଟବଲ ଚାମ୍ପିୟନସିପ । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

କଟକରେ ଆରମ୍ଭ ହେଲା ସାଉଥ ଏସିଆନ ବାସ୍କେଟବଲ ଚମ୍ପିୟାନସିପ

author img

By

Published : Jun 2, 2022, 9:37 PM IST

କଟକ: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ସାଉଥ୍ ଏସିଆନ୍‌ ବାସ୍କେଟବଲ ଚାମ୍ପିୟନସିପ । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ବାଂଲାଦେଶ ଓ ମାଲଦୀପ ଭାଗ ନେଇଛନ୍ତି ।

କଟକରେ ଆରମ୍ଭ ହେଲା ସାଉଥ ଏସିଆନ ବାସ୍କେଟବଲ ଚମ୍ପିୟାନସିପ

ଏହି ଚାମ୍ପିୟନସିପର ଶ୍ରେଷ୍ଠ ଟିମ୍‌ ତେହେରାନ୍‌ରେ ହେବାକୁ ଥିବା ଚୂଡ଼ାନ୍ତ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ । ରାଜ୍ୟ ସରକାର ଓ ଓଡ଼ିଶା ବାସ୍କେଟବଲ୍‌ ଆସୋସିଏସନର ମିଳିତ ସହଯୋଗରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଏଭଳି ପ୍ରତିଯୋଗିତା ଦ୍ବାରା ରାଜ୍ୟର ଖେଳାଳୀଙ୍କୁ ପାଇଁ ଭଲ ସୁଯୋଗ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଦର୍ଶକ ଏହି ମ୍ୟାଚରେ ଉପସ୍ଥିତ ରହିବା ପାଇଁ ସରକାର ଦେଇଛନ୍ତି ଅନୁମତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.