ETV Bharat / city

ହତ୍ୟାକାଣ୍ଡ ଘଟଣା ଚାପୁଛି ପୋଲିସ, ଡିଜିଙ୍କୁ ଭେଟିଲା ସାମାଜିକ ସଙ୍ଗଠନ

author img

By

Published : Apr 21, 2022, 9:51 AM IST

ପୋଲିସ ଡିଜିଙ୍କୁ ଭେଟିଲେ ଜାତୀୟ ସାମାଜିକ ସେବା ସଂଗଠନ । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଓ ସ୍ଥାନୀୟ ଥାନା ଦୋଷୀକୁ ଘଣ୍ଟ ଘୋରାଉଥିବା ଅଭିଯୋଗରେ ଡିଜିଙ୍କୁ ଭେଟି ଦାବି ଜଣାଇଛି ସଙ୍ଗଠନ । ଅଧିକ ପଢ଼ନ୍ତୁ

ହତ୍ୟାକାଣ୍ଡ ଘଟଣା ଚାପୁଛି ପୋଲିସ, ଡିଜିଙ୍କୁ ଭେଟିଲା ସାମାଜିକ ସଙ୍ଗଠନ
ହତ୍ୟାକାଣ୍ଡ ଘଟଣା ଚାପୁଛି ପୋଲିସ, ଡିଜିଙ୍କୁ ଭେଟିଲା ସାମାଜିକ ସଙ୍ଗଠନ

କଟକ: ପୋଲିସ ଡିଜିଙ୍କୁ ଭେଟିଲେ ଜାତୀୟ ସାମାଜିକ ସେବା ସଂଗଠନ । କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ପବିତ୍ର କୁମାର ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଓ ସ୍ଥାନୀୟ ଥାନା ଦୋଷୀକୁ ଘଣ୍ଟ ଘୋରାଉଥିବା ଅଭିଯୋଗରେ ଡିଜିଙ୍କୁ ଭେଟି ଦାବି ଜଣାଇଛି ସଙ୍ଗଠନ । ପୋଷ୍ଟମର୍ଟମ ରିପୋର୍ଟରୁ ହତ୍ୟା ବୋଲି ସମ୍ପୂର୍ଣ୍ଣ ବାରି ହେଇଯାଉଥିବା ବେଳେ ହତ୍ୟାକାରୀଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ଘଣ୍ଟ ଘୋଡାଉଛନ୍ତି ।

ଏପରିକି ତାଙ୍କୁ ଖସେଇ ଦେବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନ ସଦସ୍ୟ । ତେଣୁ ଏହି ଦିଗରେ ଉଚିତ ନ୍ୟାୟ ପାଇଁ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଙ୍ଗଠନର ସମସ୍ତ ସଦସ୍ୟ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.