ETV Bharat / city

ଆମେ ନ୍ୟାୟ ପାଇବୁ ତ: ବସ୍ତି ବାସିନ୍ଦା

ଚାଉଳିଆଗଞ୍ଜ ଷଷ୍ଠ ବ୍ୟାଟେଲିଅନ ଦ୍ବିତୀୟ କ୍ୟାମ୍ପସ ନିକଟରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରସଙ୍ଗ । ଜିଲ୍ଲାପାଳଙ୍କୁ ଭେଟିଲେ ମାଲଗୋଦାମ ବେହେରା ସାହି ବାସିନ୍ଦା । ଅଧିକ ପଢନ୍ତୁ...

author img

By

Published : Jan 27, 2021, 8:19 PM IST

slum people meet cuttack collector
ଆମେ ନ୍ୟାୟ ପାଇବୁ ତ : ବସ୍ତି ବାସିନ୍ଦା

କଟକ: ଚାଉଳିଆଗଞ୍ଜ ଷଷ୍ଠ ବ୍ୟାଟେଲିଅନ ଦ୍ବିତୀୟ କ୍ୟାମ୍ପସ ନିକଟରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରସଙ୍ଗ । ଏନେଇ ଜିଲ୍ଲାପାଳଙ୍କୁ ଭେଟିଲେ ମାଲଗୋଦାମ ବେହେରା ସାହି ବାସିନ୍ଦା ।

ଆମେ ନ୍ୟାୟ ପାଇବୁ ତ : ବସ୍ତି ବାସିନ୍ଦା

ଚାଉଳିଆଗଞ୍ଜରେ ଜମିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଜର ରହିବାର ସ୍ଥାନ ହରାଇବା ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ଯାହା ଘୋଷଣା କରିଛି ତାହା ପୂର୍ଣ୍ଣ ହେବା ଆବଶ୍ୟକ ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.