ETV Bharat / city

କୋଭିଡ ଯୋଦ୍ଧାଙ୍କୁ ଅକ୍ସିମିଟର ବାଣ୍ଟିଲେ ବରିଷ୍ଠ ଆଇନଜୀବୀ

author img

By

Published : May 20, 2021, 9:32 PM IST

ନିଜ ଜୀବନକୁ ବାଜିରେ ଲଗାଇ ପ୍ରତ୍ୟକ ଦିନ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅକ୍ସିମିଟର ବାଣ୍ଟିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧାଙ୍କୁ ଅକ୍ସିମିଟର ବାଣ୍ଟିଲେ ବରିଷ୍ଠ ଆଇନଜୀବୀ
କୋଭିଡ ଯୋଦ୍ଧାଙ୍କୁ ଅକ୍ସିମିଟର ବାଣ୍ଟିଲେ ବରିଷ୍ଠ ଆଇନଜୀବୀ

କଟକ: ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ନିଜ ଜୀବନକୁ ବାଜିରେ ଲଗାଇ ପ୍ରତ୍ୟକ ଦିନ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅକ୍ସିମିଟର ବାଣ୍ଟିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ ।

କରୋନାର ଦ୍ୱିତୀୟ ଲହରୀରେ ଅନେକ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି । ଗଣମାଧ୍ୟମ ପ୍ରତିନିଧି ମାନେ ବିଶେଷ କରି କେତେବେଳେ ସଂକ୍ରମଣର ଶିକାର ହୁଅନ୍ତି, ସେମାନେ ମଧ୍ୟ ଜାଣି ନଥାନ୍ତି । ତେବେ ସଂକ୍ରମଣ ହେଲା ଅକ୍ସିଜେନ କେତେ ରହୁଛି ତାହା ମାପିବା ପାଇଁ ଅକ୍ସିମିଟର ବାଣ୍ଟିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାଶ ।

ସଂକ୍ରମଣର ଭୟକୁ ଖାତିର ନକରି ନିଜର କର୍ତ୍ତବ୍ୟ କରୁଥିବା ସମ୍ମୁଖ ଯୋଦ୍ଧାଙ୍କୁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଜୟ ଦାଶ ଅକ୍ସିମିଟର ବାଣ୍ଟିଛନ୍ତି । ଏହା ଦ୍ୱାରା ଗଣମାଧ୍ୟମ ପ୍ରତିନିଧିମାନେ ଉପକୃତ ହେବେ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.