ETV Bharat / city

ମକର ସଂକ୍ରାନ୍ତିରେ ଧବଳେଶ୍ବର ପୀଠରେ ଲାଗିବ 144 ଧାରା - ଧବଳେଶ୍ବର ପୀଠରେ ମକର ସଂକ୍ରାନ୍ତି

ଧବଳେଶ୍ବର ପୀଠରେ ଲାଗିବ 144 ଧାରା । ଆସନ୍ତା 14 ମକର ସଂକ୍ରାନ୍ତିରେ ବନ୍ଦ ରହିବ ସାଧାରଣ ଦର୍ଶନ । ଅଧିକ ପଢନ୍ତୁ...

ମକର ସଂକ୍ରାନ୍ତିରେ ଧବଳେଶ୍ବର ପୀଠରେ ଲାଗିବ 144 ଧାରା

author img

By

Published : Jan 12, 2021, 5:01 PM IST

Updated : Jan 12, 2021, 5:38 PM IST

କଟକ: ଆସନ୍ତା 14 ତାରିଖ ମକର ସଂକ୍ରାନ୍ତିରେ ଧବଳେଶ୍ବରଙ୍କ ପୀଠରେ ବନ୍ଦ ରହିବ ସାଧାରଣ ଦର୍ଶନ। ପ୍ରଶାସନ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ଲାଗିଲା 144 ଧାରା । ସମ୍ଭାବ୍ୟ ଭିଡକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଛି ଏପରି ନିଷ୍ପତ୍ତି । ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ମକର ସଂକ୍ରାନ୍ତିରେ ଧବଳେଶ୍ବର ପୀଠରେ ଲାଗିବ 144 ଧାରା
ପ୍ରତିବର୍ଷ ବାବା ଧବଳେଶ୍ବରଙ୍କ ପୀଠରେ ମକର ସଂକ୍ରାନ୍ତିରେ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ରାଜ୍ୟର କୋଣ ଅନୁକୋଣରୁ ଛୁଟିଥାଏ ଭକ୍ତଙ୍କ ସୁଅ । ତେବେ ଚଳିତବର୍ଷ କୋଭିଡ ସ୍ଥିତିକୁ ଆଖି ଆଗରେ ରଖି ଏପରି ନିଷ୍ପତି ନେଇଛନ୍ତି ସ୍ଥାନୀୟ ପ୍ରଶାସନ । ସାମାଜିକ ଦୂରତା ରକ୍ଷାକରିବା ପାଇଁ ସଂକ୍ରାନ୍ତି ଦିନ ପୀଠରେ 144 ଧାରା ଜାରି କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 12, 2021, 5:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.