ETV Bharat / city

Anubhav-Varsha Dispute: ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ - ବର୍ଷା ଅନୁଭବ ପାରିବାରିକ ବିବାଦ

ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ଏକ ଗୁୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ । ଅଧିକ ପଢ଼ନ୍ତୁ

Anubhav-Varsha Dispute: ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ
Varsha Anubhav Controversy: ଅନୁଭବଙ୍କ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Jun 2, 2022, 3:13 PM IST

Updated : Jun 2, 2022, 5:39 PM IST

କଟକ: ବହୁ ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ଏକ ଗୁୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ । ଅନୁଭବ ଦାଖଲ କରିଥିବା ଆଉ ଏକ ପିଟିସନ୍‌କୁ ଗ୍ରହଣ କରିଛନ୍ତି କୋର୍ଟ । ଏହାପରେ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Anubhav-Varsha Dispute: ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

ଖାଲି ସେତିକି ନୁହେଁ ବର୍ଷାଙ୍କ ଭରଣପୋଷଣ ପାଇଁ ଅନୁଭବ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହେବ । ପ୍ରଥମ ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ଅନୁଭବଙ୍କ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟରେ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଛି । ଅନୁଭବଙ୍କ ବାପା ଓ ବଡ଼ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ବର୍ଷା ରହୁଥିବା ଘର ଅନୁଭବଙ୍କ ବାପାଙ୍କ ଜନ୍ମ ସ୍ଥାନ । ତେବେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ଆରମ୍ଭ ହେବାପରେ ଅନୁଭବଙ୍କ ପରିବାର ନିଜ ପୈତୃକ ଘର ଛାଡ଼ି ଏକ ଭଡ଼ା ଘରେ ରହୁଛନ୍ତି । ବର୍ଷ-ଅନୁଭବ ପାରିବାରିକ ବିବାଦ ଯୋଗୁଁ ଅନୁଭବଙ୍କ ପ୍ରାପ୍ତ ବୟସ୍କ ଅନୁଭବଙ୍କ ବାପା ଓ ବଡ଼ବାପାଙ୍କୁ ହଇରାଣ ନକରାଯାଉ ବୋଲି ପିଟିସନ ଦାଖଲ କରିଥିଲେ ଅନୁଭବ । ଏଥିପାଇଁ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ ।

  • ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ
  • ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା
  • ବର୍ଷା ପ୍ରିୟଦର୍ଶିନୀ ଛାଡିବେ ଅନୁଭବ ମହାନ୍ତିଙ୍କ ଘର
  • ଅନୁଭବଙ୍କ ପୈତୃକ ଘର ଛାଡିବାକୁ କୋର୍ଟଙ୍କ ନିର୍ଦ୍ଦେଶ
  • ବର୍ଷାଙ୍କ ରହଣି ପାଇଁ ବ୍ୟବସ୍ଥା କରିବେ ଅନୁଭବ

ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ ।

ବର୍ଷା ଅନୁଭବ ଙ୍କ ପାରିବାରିକ ମାମଲାରେ କଟକ ଏସଡିଜେଏମ କୋର୍ଟ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବର୍ଷା ଙ୍କ ରହିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ବାପା ଓ ମାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା ଘର ଛାଡିବାକୁ କଟକ ଏସଡିଜିଏମ କୋର୍ଟ ରେ ମାମଲା ଦାୟର କରିଥିଲେ ଅନୁଭବ।

Last Updated : Jun 2, 2022, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.