ETV Bharat / city

କୋଭିଡ ପାଇଁ ପ୍ରସ୍ତୁତ ଏସସିବି - cuttack news

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି ମେଡିକାଲ। ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ବଢିବ ଶଯ୍ୟା ସଂଖ୍ୟା । ଅଧିକ ପଢନ୍ତୁ...

scb medical prepaird for covid situation
କୋଭିଡ ପାଇଁ ପ୍ରସ୍ତୁତ ଏସସିବି
author img

By

Published : Apr 3, 2021, 2:22 PM IST

କଟକ: କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି ମେଡିକାଲ। ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ମଧ୍ୟ ପ୍ରସ୍ତୁତ ରହିଛି। ରାଜ୍ୟରେ ବର୍ତ୍ତମାନ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ତଥାପି କେଉଁ ମୁହୂର୍ତ୍ତରେ ଏହା ବିଗିଡି ତାହା କହିବା ମୁସ୍କିଲ ।

କୋଭିଡ ପାଇଁ ପ୍ରସ୍ତୁତ ଏସସିବି

ତେଣୁ ଯୋଜନା ଅନୁସାରେ କୋଭିଡ଼ ମୁକାବିଲା ପାଇଁ ଏସସିବି ମେଡିକାଲ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଗତବର୍ଷ ମହାମାରୀ ସମୟରେ ଏସସିବି ମେଡିକାଲରେ 500 ଶଯ୍ୟା ରହିଥିଲା। ଯେଉଁଥିରେ 63 ଆଇସିୟୁ ଶଯ୍ୟା ରହିଥିଲା । ଯେତେବେଳେ କୋଭିଡ ସ୍ଥିତି ଆୟତ ହେଲା ସେତେବେଳେ 75 ଶଯ୍ୟା ଓ 23 ଆଇସିୟୁ ଶଯ୍ୟା ରହିଥିଲା । ତେବେ, ଏବେବି ଏସସିବିରେ 31 କୋଭିଡ ରୋଗୀ ଚିକିତ୍ସାଧିନ ରହିଛନ୍ତି । ଯଦି କୋଭିଡ ରୋଗୀ ସଂଖ୍ୟା ବଢେ । ତେବେ 250 ଶଯ୍ୟା ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯଦି ମହାମାରୀର ରାଜ୍ୟରେ ଅଧିକ ପରିମାଣରେ ବ୍ୟାପେ ଆଗକୁ 500 ଶଯ୍ୟା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.