ETV Bharat / city

SCB ମେଡିକାଲ କଲେଜରେ ଖାଲି ପଡ଼ିଛି ଅଧ୍ୟାପକ ପଦବୀ

author img

By

Published : Apr 13, 2022, 7:50 AM IST

SCB ବଡ଼ ମେଡିକାଲରେ ଖାଲି ପଡ଼ିଛି ଅଧ୍ୟାପକ ପଦବୀ । ଯାହା ପାଇଁ ପାଠ ପଢ଼ି ପାରୁ ନାହାଁନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଏସସିବି ବଡ଼ ମେଡିକାଲରେ ଖାଲି ପଡ଼ିଛି ଅଧ୍ୟାପକ ପଦବୀ

କଟକ: ରାଜ୍ୟର ପ୍ରମୁଖ ମେଡିକାଲ SCB ବଡ଼ ମେଡିକାଲରେ ଖାଲି ପଡ଼ିଛି ଅଧ୍ୟାପକ ପଦବୀ । ଦୀର୍ଘ ଦିନ ଧରି ବିଭିନ୍ନ ବିଭାଗରେ ନାହାଁନ୍ତି ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର । ଯାହାକୁ ନେଇ ପିଜିସ୍ତରୀୟ ଡାକ୍ତରୀ ଛାତ୍ରଛାତ୍ରୀ ପଢ଼ିବା ଓ ରିସର୍ଚ୍ଚ କରିବା ଦିଗରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ପରୀକ୍ଷା ପାଖେଇ ଆସିଲେ ପିଲାମାନେ ଚିନ୍ତାରେ ପଡ଼ିଯାଉଛନ୍ତି ।

ଏସସିବିବଡ଼ ମେଡିକାଲରେ ଖାଲି ପଡ଼ିଛି ଅଧ୍ୟାପକ ପଦବୀ

ଦୀର୍ଘବର୍ଷ ଧରି ଏହି ସମସ୍ୟା ରହିଥିଲା ବେଳେ ଏଯାବତ ସରକାର ଏହି ଦିଗରେ ଦୃଷ୍ଟି ଦେଉ ନାହାଁନ୍ତି । ଗତ ବର୍ଷ 6 ଜଣ ପ୍ରଫେସର, 23 ଜଣ ଆସୋସିଏଟ ପ୍ରଫେସର ପଦୋନ୍ନତି, ବଦଳି ଓ ଅବସର ନେଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସୁବିଧା କ୍ରମଶଃ ବୃଦ୍ଧି ପାଉଛି । ତେବେ ଏହି ଦିଗରେ ସରକାର ଧ୍ୟାନ ଦେବାସହ ଆଗାମୀ ଦିନରେ କିପରି ଅଧିକ ସିନିୟର ଡାକ୍ତର ନିଯୁକ୍ତି ଦିଆଯାଇପାରନ୍ତା ତାହାଲେ ଏହି ଅସୁବିଧା ଦୂର ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି SCB ଜୁନିୟର ଡାକ୍ତର ସଂଘ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.