ETV Bharat / city

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

author img

By

Published : Jun 11, 2020, 10:57 AM IST

Updated : Jun 12, 2020, 9:41 AM IST

ହାଇକୋର୍ଟ ବିଚାପପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

10:52 June 11

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ ।

କଟକ: ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ। କନଫରେନ୍ସ ହଲରେ ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି। କୋରୋନା ପାଇଁ ନିରାଡ଼ମ୍ବର ଭାବରେ ଶପଥ ଗ୍ରହଣ ଉତ୍ସବ କରାଯାଇଛି । ଗତ ଜାନୁଆରୀ ୨୨ ତାରିଖରେ ସୁପ୍ରିମକୋର୍ଟ କଲେଜିଏମ ତାଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ ।

ପୂର୍ବରୁ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା 15 ଥିବା ବେଳେ ଏବେ ଏହା ୧୬ ରେ ପହଞ୍ଚିଛି। ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ଅମୀୟ କୁମାରୀ ପାଢ଼ୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ମହିଳା ବିଚାରପତି ଭାବେ ଓଡିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି।

 କଟକରୁ ନାରାୟଣ ସାହୁ, ଇଟିଭି ଭାରତ  

Last Updated : Jun 12, 2020, 9:41 AM IST

For All Latest Updates

TAGGED:

oath taking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.