କଟକ: କଟକରେ ବଡ ଧରଣର ଚୋରି । କଟକ ଲିଙ୍କରୋଡ଼ରେ ଜାଭିଅର ସ୍କୁଲ ଅଫ ମ୍ୟାନେଜମେଣ୍ଟ କଲେଜର ଡ଼ାଇରେକ୍ଟର ଦିଲ୍ଲୀପ ମହାରଣାଙ୍କ ଘରୁ ଦୁର୍ବୁତ୍ତ ପଶି ଲୁଟି ନେଇଛନ୍ତି ଅନେକ ସାମଗ୍ରୀ । ଯେଉଁଥିରେ 60 ହଜାର ନଗଦ ଟଙ୍କା ଓ ଅନେକ ଦାମୀ ଜିନିଷ ମଧ୍ୟ ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ