ETV Bharat / city

ମଶାଣି ପାଇଁ ଜମି ଯୋଗାଇଦେବା ଦାବି କରି ରାସ୍ତାରୋକ, ଆଠଗଡ-ନରସିଂହପୁର ଯାତାୟାତ ବାଧାପ୍ରାପ୍ତ - କଟକ ଖବର

ଗ୍ରାମରେ ମଶାଣି ନଥିବାରୁ ଶବ ସତ୍କାର କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକର ଚମ୍ପେଶ୍ବର ଗ୍ରାମବାସୀ । ଅଧିକ ଖବର ପଢନ୍ତୁ...

ମଶାଣି ପାଇଁ ରାସ୍ତାରୋକ
ମଶାଣି ପାଇଁ ରାସ୍ତାରୋକ
author img

By

Published : Dec 16, 2019, 10:25 AM IST

କଟକ: ମଣିଷର ମୃତ୍ୟୁ ପରେ ଶେଷ ଠିକଣା ହେଉଛି ମଶାଣି । ଗ୍ରାମରେ ମଶାଣି ନଥିବାରୁ ଶବ ସତ୍କାର କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକର ଚମ୍ପେଶ୍ବର ଗ୍ରାମବାସୀ । ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟା ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ ।

ମଶାଣି ପାଇଁ ରାସ୍ତାରୋକ

ବାରମ୍ବାର ଅଭିଯୋଗ ପରେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଶେଷରେ ସୋମବାର ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ମଶାଣି ପାଇଁ ଜମି ଯୋଗାଇଦେବା ଦାବି କରି ଗ୍ରାମବାସୀ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି ।

ଏହି ଆନ୍ଦୋଳନ ଫଳରେ ନରସିଂହପୁର ୬୫ ନମ୍ବର ଜାତୀୟ ପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି । ନରସିଂହପୁରରୁ ଆଠଗଡ ,କଟକ ଯାତାୟାତ ଠପ ହୋଇପଡିଛି । ରାସ୍ତା ଉପରେ ଶହଶହ ଗାଡି ଅଟକି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମଣିଷର ମୃତ୍ଯପରେ ଶେଷ ଠିକଣା ହେଉଛି ମଶାଣି। ଗ୍ରାମରେ ମଶାଣି ନଥିବାରୁ ଶବ ସତ୍କାର କରିବା ର ଅନେକ ସମସ୍ୟା ର ସମ୍ମୁଖିନ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ ର ଚମ୍ପେସ୍ୱର ଗ୍ରାମବାସୀ ।ସମସ୍ୟାର ସମାଧାନ ପାଈଁ ବାରମ୍ବାର ପ୍ରଶାସନ କୁ ଜଣାଇ ଥିଲେ ବି ସମସ୍ୟା ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ।
ବାରମ୍ବାର ଅଭିଯୋଗ ପରେ ପ୍ରଶାସନ କୈଣସି ପଦକ୍ଷେପ ନନେବାରୁ ଶେଷରେ ଆଜି ରାସ୍ତାରୋକ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଗ୍ରାମବାସୀ।ମଶାଣି ପାଇଁ ଜମି ଯୋଗାଇଦେବା ଦାବି କରି ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି।ଏହି ଆନ୍ଦୋଳନ ଫଳରେ ନରସିଂହପୁର ୬୫ ନମ୍ବର ରାଜ୍ୟ ଜାତୀୟ ପଥ ରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି। ନରସିଂହପୁର ରୁ ଆଠଗଡ ,କଟକ ଯାତାୟାତ ଠପ ହୋଇପଡିଛି ।ରାସ୍ତା ଉପରେ ଶହଶହ ଗାଡି ଅଟକି ରହିଛି ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.