ETV Bharat / city

ନିଶ୍ଚିନ୍ତକୋଇଲିରେ ଦୁର୍ଘଟଣା, ବସ ଜାଳିଦେଲେ ଉତ୍ୟକ୍ତ ଲୋକେ - nischintakoili cuttack

କଟକ ନିଶ୍ଚିନ୍ତକୋଇଲି ବଜାରରେ ସଡକ ଦୁର୍ଘଟଣା । ପପୁ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ପ୍ରଥମେ ବାଇକ ଓ ପରେ ଟ୍ରକକୁ ଦେଲା ଧକ୍କା । ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ଆହତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 3, 2019, 9:26 PM IST

Updated : Nov 3, 2019, 10:28 PM IST

କଟକ: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାରରେ ସଡକ ଦୁର୍ଘଟଣା । ପପୁ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ପ୍ରଥମେ ବାଇକ ଓ ପରେ ଟ୍ରକକୁ ଦେଲା ଧକ୍କା । ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ନିଶ୍ଚିନ୍ତକୋଇଲିରେ ଦୁର୍ଘଟଣା, ବସ ଜାଳିଦେଲେ ଉତ୍ୟକ୍ତ ଲୋକ

ଗୁରୁତର ଆହତ ହୋଇଥିବା ବାଇକ୍‌ ଆରୋହୀ ଜଣଙ୍କ ମାହାଙ୍ଗା ପ୍ରହରାଜପୁର ଅଞ୍ଚଳର ଏସକେ ମଲ୍ଲିକ ବୋଲି ଜଣାପଡିଛି l ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲେ ବି କିଛି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ବସଟିକୁ ଜାଳି ଦେଇଛନ୍ତି ।

ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିଲା । ଅତିରିକ୍ତ ଏସପି ଓ ପୋଲିସ କର୍ମଚାରୀ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ସନ୍ଧ୍ୟାରେ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ଠାରେ ପପୁ ନାମକ ଏକ ଘରୋଇ ବସ କଟକ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପ୍ରଥମେ ଏକ ବାଇକ କୁ ଧକ୍କା ଦେଇଥିଲା। ପରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଟ୍ରକ ଟିକୁ ଧକ୍କା ଦେଇଥିଲା lଯାହାଫଳରେ ବାଇକ ଅରୋହି ଗୁରୁତର ହୋଇଥିବାବେଳେ ଅନ୍ୟ 2 ଜଣ ଆହତ ହୋଇଥିଲେ l ଗୁରୁତରଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲ ପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲl l ଗୁରୁତର ଆହତ ଜଣକ ମାହାଙ୍ଗା ପ୍ରହରାଜ ପୁର ଅଂଚଳର ଏସ କେ ମଲ୍ଲିକ l ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଂଚି ଭିଡ ନିଅନ୍ତ୍ରଣ କରିଥିଲେ ମଧ୍ୟ ଅସାମାଜିକ ଲୋକ ମାନେ ରାସ୍ତା ରୋକ କରିବା ସହିତ ବସ ଟିକୁ ନିଆଁ ଲଗାଇ ଦେଇଥିଲେ।ଘଟଣା ସ୍ଥଳରେ ପରିସ୍ଥିତି ଉତେଜନା ଳାଗିରହିଥିଲା। ପୋଲିସ ବିଭାଗ ଅତିରିକ୍ତ ଏସ ପି ଓ ପୋଲିସ କର୍ମଚାରୀ ପହଁଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ ।ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ପରବର୍ତୀ ସମୟରେ ଚଳା ଚଳ ସ୍ୱାଭାବିକ ହୋଇଥିଲା।Body:No needConclusion:No need
Last Updated : Nov 3, 2019, 10:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.