ETV Bharat / city

କଟକରୁ ବିରଳ ଧଳାପେଚା ଉଦ୍ଧାର - କଟକରୁ ବିରଳ ଧଳାପେଚା ଉଦ୍ଧାର

କଟକ ସିଡିଏ ଅଞ୍ଚଳରୁ ୩ଟି ବିରଳ ପ୍ରଜାତିର ଧଳାପେଚା ଛୁଆ ଉଦ୍ଧାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

rare owl found in cuttack
କଟକରୁ ବିରଳ ଧଳାପେଚା ଉଦ୍ଧାର
author img

By

Published : Dec 12, 2019, 9:45 PM IST

କଟକ: ସିଡିଏ ସେକ୍ଟରରୁ ବିରଳ ପ୍ରଜାତିର ଧଳାପେଚା ଉଦ୍ଧାର । ସେକ୍ଟର-10 ସ୍ଥିତ ଦୀପକ ଅଗ୍ରୱାଲ ନାମକ ଏକ ବ୍ୟକ୍ତିଙ୍କୁ ବାସଭବନରୁ 3ଟି ଧଳାପେଚା ଉଦ୍ଧାର ହୋଇଛି ।

ଖବର ପାଇ ପିପୁଲ୍ ଫର୍ ଆନିମଲ୍ କଟକର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ପେଚା ଛୁଆ ଉଦ୍ଧାର କରିଥିଲେ । ପରେ ପେଚା ଛୁଆ ଗୁଡିକୁ ଯୋବ୍ରା ସ୍ଥିତ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସି. ଡି. ଏ. ସେକ୍ଟର ୧୦ ସ୍ଥିତ ଦୀପକ୍ କୁମାର ଅଗରୱାଲ ଙ୍କ ବାସଭବନ ରୁ ୩ ଟି ବିରଳ ଧଳା ପେଚା ଉଦ୍ଧାର କରାଯାଇଛି।ଖବର ପାଇ ପିପୁଲ୍ ଫର୍ ଅନିମଲ୍ କଟକ ର ସଦସ୍ୟ ତିଲକ୍ କର ଘଟଣାସ୍ଥଳରେ ପହଂଚି ପେଚା ଛୁଆ ୩ ଟି ଉଦ୍ଧାର କରିଥିଲେ। ପରେ ଏହାକୁ ଯୋବ୍ରା ସ୍ଥିତ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ରେ ହସ୍ତାନ୍ତର କରାଯାଇଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.