ETV Bharat / city

ହାଇକୋର୍ଟରେ ପୂଜା ଛୁଟି, ଆସନ୍ତାକାଲିଠୁ ୨୫ ଯାଏଁ ବନ୍ଦ

ଆସନ୍ତାକାଲିଠୁ(ଶନିବାର) ୨୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ । କେବଳ ୩ଦିନ ଜରୁରୀ ମାମଲାର ହେବ ଶୁଣାଣି । ଛୁଟି ଭିତରେ ପାଞ୍ଚ ଦିନ କୋର୍ଟ ଅଫିସ ଖୋଲା ରହିବ । ଅଧିକ ପଢନ୍ତୁ...

ହାଇକୋର୍ଟରେ ପୂଜା ଛୁଟି, ୨୫ରେ ଯାଏଁ ବନ୍ଦ
ହାଇକୋର୍ଟରେ ପୂଜା ଛୁଟି, ୨୫ରେ ଯାଏଁ ବନ୍ଦ
author img

By

Published : Oct 8, 2021, 11:49 AM IST

କଟକ: ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ । ଆସନ୍ତାକାଲିଠୁ(ଶନିବାର) ୨୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ । କେବଳ ୩ଦିନ ଜରୁରୀ ମାମଲାର ହେବ ଶୁଣାଣି । ଛୁଟି ଭିତରେ ପାଞ୍ଚ ଦିନ କୋର୍ଟ ଅଫିସ ଖୋଲା ରହିବ ।

ହାଇକୋର୍ଟରେ ପୂଜା ଛୁଟି, ୨୫ରେ ଯାଏଁ ବନ୍ଦ
ହାଇକୋର୍ଟରେ ପୂଜା ଛୁଟି, ୨୫ରେ ଯାଏଁ ବନ୍ଦ

ଅକ୍ଟୋବର ୧୧, ୧୮, ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାଗୁଡିକର ଶୁଣାଣି ହେବ । କୋଭିଡ଼ କଟକଣା ମାନି ସକାଳ ୧୧ ଟାରୁ ଅପରାହ୍ନ ୩ ମଧ୍ୟରେ ଜରୁରୀ ମାମଲାଗୁଡିକର ଶୁଣାଣି ହେବ । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୧୧ ତାରିଖରେ ଜଷ୍ଟିସ ବି.ଆର ସରଙ୍ଗୀ ଓ ଜଷ୍ଟିସ ଏସ ରାଥୋଙ୍କ ଖଣ୍ଡପୀଠରେ ଯଥାକ୍ରମେ ଡିଭିଜନ ବେଞ୍ଜ ମାମଲା ଓ ସିଙ୍ଗଲ ଜଜ ସିଭିଲ ମାମଲାର ଶୁଣାଣି ହେବ । ୧୮ ତାରିଖରେ ଜଷ୍ଟିସ ବି ମହାନ୍ତି ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠରେ ଶୁଣାଣି ହେବ । ସେହିପରି ଜଷ୍ଟିସ ପି.ବି ରାଉତରାଏ,ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.