ETV Bharat / city

ବାଲିଯାତ୍ରା ବୁଲିଲେ କଏଦୀ - କଡା ସୁରକ୍ଷା ବଳୟ

କଡା ସୁରକ୍ଷା ବଳୟ ମଧ୍ୟରେ କଏଦୀମାନେ ବୁଲିଲେ ବାଲିଯାତ୍ରା ପଡିଆ । ଅଧିକ ପଢନ୍ତୁ...

ବାଲିଯାତ୍ରା ବୁଲିଲେ କଏଦୀ
author img

By

Published : Nov 19, 2019, 2:33 AM IST

କଟକ: କଏଦୀ ବୁଲିଲେ ବାଲିଯାତ୍ରା । ଭୁବନେଶ୍ବରର ବିଜୁପଟ୍ଟନାୟକ ମୁକ୍ତ ଆକାଶ ଆଶ୍ରମର 24 ଜଣ ଜାମୁଝରି କଏଦୀ ସୋମବାର କଟକ ବାଲିଯାତ୍ରା ବୁଲିଛନ୍ତି ।

ବାଲିଯାତ୍ରା ବୁଲିଲେ କଏଦୀ

କଡା ସୁରକ୍ଷା ବଳୟ ମଧ୍ୟରେ କଏଦୀମାନେ ବାଲିଯାତ୍ରା ପଡିଆ ବୁଲିଥିଲେ । ବିଶେଷକରି ଓରମାସରେ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଏହି କଏଦୀ । ବାଲିଯାତ୍ରା ବୁଲି କଏଦୀମାନେ ବେଶ୍ ଉତ୍ସାହିତ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଏଦୀ ବୁଲିଲେ ବାଲିଯାତ୍ରା।ଭୁବନେଶ୍ୱର ର ବିଜୁପଟନାୟକ ମୁକ୍ତ ଆକାଶ ଆଶ୍ରମର ୨୪ ଜଣ ଜାମୁଝରି କଏଦୀ ଆଜି କଟକ ବାଲିଯାତ୍ରା ବୁଲିଛନ୍ତି।କଡା ସୁରକ୍ଷା ବଳୟ ମଧ୍ୟରେ କଏଦୀ ମାନେ ବାଲିଯାତ୍ରା ପଡିଆ ବୁଲିଥିଲେ।ବିଶେଷକରି ଓରମାସ ରେ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଏହି କଏଦୀ ମାନେ।ସେମାନଙ୍କ ଏହି କାର୍ଯ୍ୟକ୍ରମ ରେ କଏଦୀ ମାନେ ବେଶ ଖିସି ଥିବା ଜଣାପଡୁଥିଲା।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.