ETV Bharat / city

ଇଦ ଉଲ ଜୁହା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

ଚଳିତ ମାସ 12 ତାରିଖରେ ପାଳିତ ହେବାକୁ ଯାଉଛି ଇଦ୍ ଉଲ୍ ଜୁହା ପର୍ବ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ ।

author img

By

Published : Aug 7, 2019, 4:49 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ: ଚଳିତ ମାସ 12 ତାରିଖରେ ପାଳିତ ହେବାକୁ ଯାଉଛି ଇଦ୍ ଉଲ୍ ଜୁହା ପର୍ବ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ତେବେ ଏହା ସଂଖ୍ୟାଲଘୁ ସମ୍ପ୍ରଦାୟରେ ଏକ ବଡ଼ ପର୍ବ ହୋଇଥିବାରୁ କମିଶନରେଟ ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିବ। ତେବେ

ଏହି ଚ୍ୟାଲେଞ୍ଜକୁ ମଧ୍ୟ ବେଶ ଗୁରୁତର ସହ ନେଇଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ଗତ ବର୍ଷ ମଧ୍ୟ ବେଶ ସୁରୁଖୁରୁରେ ସମାପ୍ତ ହୋଇଥିଲା ପର୍ବ । ଯେଉଁଥିରେ ବେଶ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲା କମିଶନରେଟ ପୋଲିସ । ତେଣୁ ଚଳିତ ବର୍ଷ ମଧ୍ୟ ଯେପରି କୌଣସି ସମସ୍ୟା ନଉପୁଜେ ସେନେଇ ତତ୍ପର ରହିଛି କମିଶନରେଟ ପୋଲିସ ବୋଲି କହିଛନ୍ତି ଡିସିପି ।

ତେବେ ଏହି ପର୍ବକୁ ଦୃଷ୍ଟିରେ ରଖି ପର୍ବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ମସଜିଦ ନିକଟରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବଳୟ ମୁତୟନ କରାଯିବା ସହ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ସିଏମସି ପକ୍ଷରୁ ସଫେଇ ବ୍ୟବସ୍ଥା ବ୍ୟାପକ କରାଯାଇଛି । ଏଥିସହ ବିଜୁଳି ବତୀ, ଡ୍ରେନ ସଫା କାର୍ଯ୍ୟ ମଧ୍ୟ ସମୟ ଥାଇ ଶେଷ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଚଳିତ ମାସ 12 ତାରିଖ ରେ ପାଳିତ ହେବ ଇଦ ଉଲ ଜୁହା ପର୍ବ । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଏହା ସଂଖ୍ୟାଲଘୁ ସମ୍ପ୍ରଦାୟ ରେ ଏକ ବଡ଼ ପର୍ବ ହୋଇଥିବା ହେତୁ କମିଶନରେଟ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ ।

ଏହି ଚ୍ୟାଲେଞ୍ଜ କୁ ମଧ୍ୟ ବେଶ ଗୁରୁତର ସହ ନେଇଛି କମିଶନରେଟ ପୋଲିସ । ପର୍ବ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସବୁ ମସଜିଦ ନିକଟରେ ପୋଲସ ପକ୍ଷରୁ କଡା ସୁରକ୍ଷା ବଳୟ ମୁତୟନ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

Body: ଗତ ବର୍ଷ ମଧ୍ୟ ବେଶ ସୁରୁଖୁରୁରେ ସମାପ୍ତ ହୋଇଥିଲା ପର୍ବ । ଯେଉଁଥିରେ ବେଶ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ନିର୍ବାହ କରିଥିଲା କମିଶନରେଟ ପୋଲିସ । ତେବେ ଚଳିତ ବର୍ଷ ମଧ୍ୟ କୌଣସି ଅସୁବିଧା ଉପୁଜୀବନି ବୋଲି କହିଛନ୍ତି ଡିସିପି ।

ଅନ୍ୟପଟେ ସଂଖ୍ୟାଲଘୁ ବହୁଳ ଅଞ୍ଚଳ ରେ ସିଏମସି ପକ୍ଷରୁ ସଫେଇ ବ୍ୟବସ୍ଥା ବ୍ୟାପକ କରାଜୀବ ସହ ବିଜୁଳି ବତୀ , ଡ୍ରେନ ସଫା କାର୍ଯ୍ୟ ମଧ୍ୟ ସମୟ ଥାଇ ଶେଷ କରାଯିବ ।

ବାଇଟ: ଅଖିଳେସ୍ୱର ସିଂ ( କଟକ ଡିସିପି )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.