ETV Bharat / city

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ - VicePresident M Venkhiya Naidu

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଓଡିଶା ଗସ୍ତକୁ ନେଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ । ଏପ୍ରିଲ୍ 2 ଓ 3 ରେ ଭୁବନେଶ୍ବରର ଉତ୍କଳ ବିଶ୍ବବିଦ୍ୟାଳୟ ଓ କଟକର ସାରଳା ଭବନରେ କାର୍ଯ୍ୟକ୍ରମରେ ରହିଛି। ଅଧିକ ପଢନ୍ତୁ...

Police DG Abhay review the security situation following the VicePresident visit
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ
author img

By

Published : Mar 31, 2021, 6:41 AM IST

କଟକ: ଉପରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ । ଆଜି ଏ ନେଇ ଏକ ଭିଡିଓ କନ୍ଫରେନସିଂ ବୈଠକ ହୋଇଛି । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ସୁରକ୍ଷା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଏପ୍ରିଲ୍ 2 ଓ 3 ରେ ଭୁବନେଶ୍ବରର ଉତ୍କଳ ବିଶ୍ବବିଦ୍ୟାଳୟ ଓ କଟକର ସାରଳା ଭବନରେ କାର୍ଯ୍ୟକ୍ରମରେ ରହିଛି। ଏଥିପାଇଁ ଟ୍ବିନ ସିଟିରେ 30 ପ୍ଲାଟୁନ୍ ପୋଲିସ ଫୋର୍ସ ଓ 20 ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ରହିବେ। ଭିଡିଓ କନଫ୍ରେନସିଂ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତିର ରିପୋର୍ଟ୍ ପ୍ରଦାନ କରୁଛନ୍ତି ଟ୍ବିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ବୈଠକରେ ADG ଆଇନ୍ ଶୃଙ୍ଖଳା, ଇଣ୍ଟଲିଜେନ୍ସ ଡିଜି, ଟ୍ବିନ ସିଟି ପୋଲିସ କମିଶନର , କଟକ ଓ ଭୁବନେଶ୍ବର ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.