ETV Bharat / city

OSSC ଦୁର୍ନୀତି ମାମଲା: ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ

ଷ୍ଟାଫ ସିଲେକ୍ସନ କମିଶନର ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ । ହାଇକୋର୍ଟ ଦେଇଛି ସର୍ତ୍ତମୂଳକ ଜାମିନ । ଅଧିକ ପଢନ୍ତୁ...

OSSC scam case biranchi narayan sahoo get bail from high-count
OSSC ଦୁର୍ନୀତି ମାମଲା: ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ
author img

By

Published : Sep 21, 2021, 4:02 PM IST

କଟକ: ଷ୍ଟାଫ ସିଲେକ୍ସନ କମିଶନ (OSSC) ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ । ହାଇକୋର୍ଟ ଦେଇଛି ସର୍ତ୍ତମୂଳକ ଜାମିନ । ବିପୁଳ ଆୟବର୍ହିଭୂତ ସମ୍ପତ୍ତି ଠାବ କରି ବନ୍ଧା ହୋଇଥିଲେ ବିରଞ୍ଚି ।

OSSC scam case biranchi narayan sahoo get bail from high-count
OSSC ଦୁର୍ନୀତି ମାମଲା: ବିରଞ୍ଚି ନାରାୟଣ ସାହୁଙ୍କୁ ଜାମିନ

OSSC ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ବିରଞ୍ଚି। ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ତାଙ୍କ ନିକଟରେ ପହଞ୍ଚିବେ। ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରିବେନି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଜୁଲାଇ ୩୧ରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିରଞ୍ଚି।

ସୂଚନାଥାଉକି ସେ ଷ୍ଟାଫ ସିଲେକ୍ସନ ଜରିଆରେ ସରକାରୀ ଚାକିରି କରାଇଦେବା ନାଁରେ କିଛି ପ୍ରାର୍ଥୀଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲେ । ସେ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦେଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.