ETV Bharat / city

କୋରୋନା ପରୀକ୍ଷା ପରେ ରାଜ୍ୟରେ ପ୍ରବେଶ କରିପାରିବେ ପ୍ରବାସୀ: ହାଇକୋର୍ଟ - Orissa High Court order on migrant odia

ପ୍ରବାସୀ ଓଡିଆ ଓଡିଶା ଆସିବା ପ୍ରସଙ୍ଗରେ ହାଇକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସେମାନଙ୍କର ପ୍ରଥମେ କୋରୋନା ପରୀକ୍ଷା କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ୍ନତୁ

Orissa High Court order
କୋରୋନା ପରୀକ୍ଷା ପରେ ରାଜ୍ୟରେ ପ୍ରବେଶ କରିପାରିବେ ପ୍ରବାସୀ: ହାଇକୋର୍ଟ
author img

By

Published : May 7, 2020, 3:10 PM IST

Updated : May 7, 2020, 3:27 PM IST

କଟକ: ପ୍ରବାସୀ ଓଡିଆ ଓଡିଶା ଆସିବା ପ୍ରସଙ୍ଗରେ ହାଇକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସେମାନଙ୍କର ପ୍ରଥମେ କୋରୋନା ପରୀକ୍ଷା କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଓଡିଶା ଆସିବା ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି ।

କୋରୋନା ପରୀକ୍ଷା ପରେ ରାଜ୍ୟରେ ପ୍ରବେଶ କରିପାରିବେ ପ୍ରବାସୀ: ହାଇକୋର୍ଟ

ସେହିପରି ଯଦି ରିପୋର୍ଟ ପଜେଟିଭ୍ ଆସେ, ତେବେ ସେମାନଙ୍କୁ ଓଡିଶା ଆସିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରବାସୀ ଓଡିଆ ପ୍ରବେଶକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନ ସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 7, 2020, 3:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.