ETV Bharat / city

ପରିମଳରେ ଫେଲ ସିଟି ମେଡିକାଲ, ରିପୋର୍ଟ ଦେଲା ଓଏଚଆରସି - ohrc team visit city medica

କଟକ ସିଟି ମେଡିକାଲର ସ୍ଥିତି ପରଖିବା ପାଇଁ ଓଡିଶା ମାନବ ଅଧିକାର ଆୟୋଗର ଅଚାନକ ଗସ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 25, 2019, 5:45 PM IST

କଟକ: ଓଡିଶା ମାନବ ଅଧିକାର ଆୟୋଗର ଅଚାନକ ସିଟି ମେଡିକାଲ ଗସ୍ତ । ମେଡିକାଲର ସ୍ଥିତି ପରଖିବା ନେଇ ବୁଧବାର ଓଏଚଆରସି ଟିମ୍ କଟକ ସିଟି ମେଡିକାଲରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୀୟୀ, କେମିତି ରହିଛି ମେଡିକାଲ ସ୍ଥିତି, ରୋଗୀ ସେବା ସୂଚାର ଢ଼ଙ୍ଗରେ ହେଉଛି କି ନାହିଁ ଓ ଡ଼ାକ୍ତର ସଂଖ୍ୟା ଅଭାବ ରହିଛି କି ନାହିଁ ଏଭଳି ତମାମ ପ୍ରସଙ୍ଗକୁ ପରଖିବା ନେଇ ବୁଧବାର କଟକ ସିଟି ମେଡିକାଲରେ ପହଞ୍ଚିଥିଲା ଓଏଚଆରସି ଟିମ । ଏହାପରେ ଆୟୋଗର ଚେୟାରପର୍ସନ ଜଷ୍ଟିସ ବିପି ଦାସ ଓ ସଦସ୍ୟମାନେ ଏହି ପ୍ରସଙ୍ଗ ଉପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ତେବେ ଵର୍ତ୍ତମାନ ମାନବ ସମ୍ବଳ ଓ ପରିମଳ ଦିଗରେ ସିଟି ମେଡିକାଲ ପଛରେ ରହିଛି । ମେଡିକାଲର ସ୍ଥିତି ପରଖାଯାଇ ଏହି ଗସ୍ତର ଏକ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଆୟୋଗ ଚେୟାରପର୍ସନ ବିପି ଦାସ । ଏହା ପୂର୍ବରୁ ଅନେକ ଜିଲ୍ଲାର କାରଗାର ଓ ସଦର ମହକୁମା ମେଡିକାଲ ଗସ୍ତ କରି ରିପୋର୍ଟ ପ୍ରଦାନ କରିଛି ଆୟୋଗ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଓଡିଶା ମାନବ ଅଧିକାର ଆୟୋଗ ର ଅତର୍କିତ ସିଟି ମେଡିକାଲ ଗସ୍ତ । କେମିତି ରହିଛି ମେଡିକାଲ ସ୍ଥିତି , ରୋଗୀ ସେବା ଉଚିତ ଢ଼ଙ୍ଗରେ ହେଉଛି କି ନାହିଁ ଓ ଡ଼କ୍ଟର ସଂଖ୍ୟା ଅଭାବ ରହିଛି କି ନହିଁ ଏମିତି ତମାମ ପ୍ରସଙ୍ଗ ରେ ଆଜି କଟକ ସିଟି ମେଡିକାଲ ରେ ପହଞ୍ଚିଥିଲା ଓଏଚଆରସି ଟିମ । ଏହି ଟିମ ରେ ଥିଲେ ଆୟୋଗ ର ଚେୟାରପଶନ ଜଷ୍ଟିସ ବିପି ଦାସ ଓ ସଦସ୍ୟ ।

ତେବେ ଏହି ଗସ୍ତ ର ମୂଳ କାରଣ ରହିଥିଲା ଯେ ଡ଼କ୍ଟର ଅଭାବ ଓ ରୋଗୀ ସେବା କେତେ ଦୂର ପୂର୍ଣ ହେଲାଣି । ତେବେ ଵର୍ତମାନ ମାନବ ସମ୍ବଳ ଓ ପରିମଳ ଦିଗରେ ସିଟି ମେଡିକାଲ ପଛରେ ରହିଛି । ତେବେ ଏହି ଗସ୍ତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଆୟୋଗ ଚେୟାରପଶନ ବିପି ଦାସ ।

ଏହା ପୂର୍ବରୁ ଅନେକ ଜିଲା ର କାରଗାର ଓ ସଦର ମହକୁମା ମେଡିକାଲ ଗସ୍ତ କରି ରିପୋର୍ଟ ପ୍ରଦାନ କରିଛି ଆୟୋଗ । ତେବେ ଆଜି କଟକ ସିଟି ମେଡିକାଲ ଗସ୍ତ କରି ତମାମ ପ୍ରସଙ୍ଗ ଉପରେ ମେଡିକାଲ କର୍ତ୍ତୃପକ୍ଷ ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଜଷ୍ଟିସ ବିପି ଦାସ ।

Body:ବାଇଟ: ଜଷ୍ଟିସ ବିପି ଦାସ( ଓଏଚଆରସି ଚେୟାରପ୍ରସନ)
ବାଇଟ: ଅସୀମ ଅମିତାଭ ଦାସ( ଓଏଚଆରସି ସଦସ୍ୟ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.