ETV Bharat / city

ଜୁଲାଇ 30ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

author img

By

Published : Jul 1, 2021, 8:07 PM IST

Updated : Jul 1, 2021, 8:55 PM IST

ଜୁଲାଇ 30ରେ ମାଟ୍ରିକ ଅଫଲାଇନ ପରୀକ୍ଷା
ଜୁଲାଇ 30ରେ ମାଟ୍ରିକ ଅଫଲାଇନ ପରୀକ୍ଷା

20:48 July 01

ଜୁଲାଇ 30ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଜୁଲାଇ 30ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

20:48 July 01

ଜୁଲାଇ 30ରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଜୁଲାଇ 30ରେ ମାଟ୍ରିକ ଅଫଲାଇନ ପରୀକ୍ଷା
ଜୁଲାଇ 30ରେ ମାଟ୍ରିକ ଅଫଲାଇନ ପରୀକ୍ଷା

19:56 July 01

ଅଫଲାଇନ୍ ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶିତ । ଆସନ୍ତା 30ରୁ ଅଗଷ୍ଟ 5 ଯାଏଁ ହେବ ପରୀକ୍ଷା ।

କଟକ: ଜୁଲାଇ ୩୦ ରେ ହେବ ମାଟ୍ରିକ ପରୀକ୍ଷା । ଅଫଲାଇନରେ ହେବ ଏହି ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । କୋଭିଡ ନିୟମ ଅନୁଯାୟୀ କରାଯିବ ପରୀକ୍ଷା । 

ବୋର୍ଡ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଚାହିଁଲେ ପରୀକ୍ଷା ଦେଇପାରିବେ । ତେବେ ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି । ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ୩୧ ତାରିଖରେ ଦ୍ୱିତୀୟ ଭାଷା, ଅଗଷ୍ଟ ୨ ରେ ଗଣିତ, ୩ରେ ସାଧାରଣ ବିଜ୍ଞାନ, ୪ ରେ ସାମାଜିକ ବିଜ୍ଞାନ ଓ ଅଗଷ୍ଟ 5 ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେପଟେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ୫ ରୁ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୁରଣ ସମୟ ନିର୍ଘଣ୍ଟ କରିଛି ବୋର୍ଡ । ବୋର୍ଡ ୱେବସାଇଟ www.bseodisha.ac.in ରେ ଏନେଇ ସମସ୍ତ ନିର୍ଦ୍ଦେଶାବଳୀ ଦିଆଯାଇଛି । ବିନା ଫିରେ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୁରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

undefined
 
Last Updated : Jul 1, 2021, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.