ETV Bharat / city

11ରୁ ମାଟ୍ରିକ ଖାତା ଦେଖା, 9ଟି କେନ୍ଦ୍ରରେ ହେବ ମୂଲ୍ୟାୟନ - ଦଶମଶ୍ରେଣୀ ଖାତା ମୂଲ୍ୟାୟନ

ଆସନ୍ତା 11 ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା । ରାଜ୍ୟର 7 ଟି ଜିଲ୍ଲାର 9 ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମୂଲ୍ୟାୟନ । ଅଧିକ ପଢନ୍ତୁ...

offline Matric exam paper evaluation started on 11th Aug decleared BSE
11ରୁ ମାଟ୍ରିକ ଅଫଲାଇନ ଖାତାଦେଖା, 9 ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
author img

By

Published : Aug 2, 2021, 7:06 PM IST

କଟକ: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା । 9 ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । 7 ଟି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ଓ଼ଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦେଇଛନ୍ତି ।

offline Matric exam paper evaluation started on 11th Aug decleared BSE
11ରୁ ମାଟ୍ରିକ ଅଫଲାଇନ ଖାତାଦେଖା, 9 ଟି କେନ୍ଦ୍ରରେ ହେବ ମୂଲ୍ୟାୟନ

କଟକ ,ଯାଜପୁର, ଢେଙ୍କାନାଳ , ଖୋର୍ଦ୍ଧା , ନୟାଗଡ଼ ,ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ମୂଲ୍ୟାୟନ କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 3 ଦିନରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୋଟ 1500 ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବା ନେଇ ବୋର୍ଡ ପକ୍ଷରୁ ସୂଚନା ଦେଇଛି । ତେବେ ଚଳିତ ମାସ 10 ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ। କୋଭିଡ ପ୍ରୋଟୋକଲ ମଧ୍ୟରେ ଚଳିତମାସ 11 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମୂଲ୍ୟାୟନ ପ୍ରକ୍ରିୟା।

ସୂଚନାଥାଉକି ଗତ ଜୁଲାଇ ୩୦ ତାରିଖରେ ରାଜ୍ୟରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ବୋର୍ଡ ପରୀକ୍ଷାରେ କମ ମାର୍କ ପାଇ ଅସନ୍ତୋଷ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.