ETV Bharat / city

ଆନ୍ଧ୍ରକୁ ୧0୩୫ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇଛି ଓଡିଶା

author img

By

Published : Apr 30, 2021, 1:55 PM IST

ଓଡିଶାରୁ ସର୍ବାଧିକ 1035 ମେଟ୍ରିକ ଟନ ଅକ୍ସିଜେନ ଆନ୍ଧ୍ରକୁ ଯୋଗାଣ ହୋଇଛି । ଅଧିକ ପଢନ୍ତ...

ଆନ୍ଧ୍ରକୁ ୧୦୩୫ ମେଟ୍ରିକ ଟନ ଅକ୍ସିଜେନ ଯୋଗାଣା

କଟକ: ଦେଶରେ କୋରୋନା କୋପ ବଢିବାରେ । ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା । ଏ ଭିତରେ ଦେଶର ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ଚିନ୍ତାର କାରଣ ପାଲଟିଛି । ଅମ୍ଳଜାନ ଅଭାବରୁ କେତେ ଯେ ରୋଗୀ ଆଖି ବୁଜିଲେଣି ତାହା ଆକଳନ କରିବାର ଅସମ୍ଭବ । ବିଭିନ୍ନ ରାଜ୍ୟରେ ଅକ୍ସିଜେନ ସମସ୍ୟା ଦୂର କରିବାକୁ ଓଡିଶା ଅକ୍ସିଜେନ ଯୋଗାଣ ଆରମ୍ଭ କରିଛି ।

ସପ୍ତାହରେ ଓଡିଶାରୁ 2879 ମେଟ୍ରିକ ଟନ ଅକ୍ସିଜେନ ଯୋଗାଣ ହେଲାଣି । 153 ଟି ଟ୍ୟାଙ୍କର ଯୋଗେ 8 ଟି ରାଜ୍ୟକୁ ହୋଇଛି ଯୋଗାଣ ହେଉଛି ଅକ୍ସିଜେନ । ଓଡିଶାରୁ ସର୍ବାଧିକ 1035 ମେଟ୍ରିକ ଟନ ଅକ୍ସିଜେନ ଆନ୍ଧ୍ରକୁ ଯୋଗାଣ ହୋଇଛି । ଅକ୍ସିଜେନ ସଂଙ୍କଟ ଦୂର କରିବାରୁ ଓଡିଶା ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ବିତରଣ ପ୍ରକ୍ରିୟା ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.