ETV Bharat / city

କଟକରେ ପୁଣି 3 ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

author img

By

Published : Jan 10, 2022, 9:01 PM IST

ସିଲଭରସିଟିରେ ବଢୁଛି କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ଆଜି (ସୋମବାର) କଟକରେ ପୁଣି ତିନିଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଅଧିକ ପଢନ୍ତୁ

କଟକରେ ପୁଣି 3 ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା
କଟକରେ ପୁଣି 3 ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

କଟକ: ସିଲଭରସିଟିରେ ବଢୁଛି କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ଆଜି (ସୋମବାର) କଟକରେ ପୁଣି ତିନିଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କ୍ୟାଣ୍ଟେନମେଣ୍ଟ ରୋଡ, ବାଙ୍କା ବଜାର ଓ ହଜାରି ଲୋନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସଏମସି(CMC) । 3 ପରିବାରରୁ 5 ଲୋଖାଏଁ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ସିଏମସି ଏପରି ପଦକ୍ଷେପ ନେଇଛି ।

ପୂର୍ବରୁ 4 ଟି ମାଇକ୍ରୋ କଣ୍ଟେନମେଣ୍ଟ କଟକରେ ହୋଇଥିଲା ବେଳେ ଆଜିକୁ ମିଶାଇ ଏହି ସଂଖ୍ୟା 7ରେ ପହଁଚିଛି। ତେବେ କଟକରେ ଆଜି 400 ପାର କରିଥିଲା କୋଭିଡ ପିଜେଟିଭ ରେଟ । ଏହାକୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ବଢିଛି ଚିନ୍ତା। ତେବେ ଏହି 3 ପରିବାର ପାଇଁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସିଏମସି ପକ୍ଷରୁ ଗଠନ ହୋଇଛି ଟିମ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.