ETV Bharat / city

ଶେଷ ରଜରେ ଆମିଷ ବ୍ୟବସାୟୀ ଖୁସ୍ - ଆମିଷ ବ୍ୟବସାୟୀ

ରଜର ଶେଷ ଦିନରେ ଆମିଷ ଦୋକାନରେ ପ୍ରବଳ ଭିଡ । ଖୁସିବ୍ୟକ୍ତ କଲେ ଆମିଷ ବ୍ୟବସାୟୀ । ଅଧିକ ପଢନ୍ତୁ...

ଶେଷ ରଜରେ ଆମିଷ ବ୍ୟବସାୟୀ ଖୁସ୍
ଶେଷ ରଜରେ ଆମିଷ ବ୍ୟବସାୟୀ ଖୁସ୍
author img

By

Published : Jun 16, 2021, 1:05 PM IST

କଟକ: କୋଭିଡ ମଧ୍ୟରେ ଫିକା ପଡିଛି ଶେଷ ରଜ । କିନ୍ତୁ ଏହାରି ମଧ୍ୟରେ ଆମିଷ ବଜାରରେ କିନ୍ତୁ ଫେରିଛି ସମାନ୍ୟ ଖୁସି । କାରଣ କୋଭିଡ କଟକଣା ମଧ୍ୟରେ ବଜାରରେ ଆଜି ହୋଇଛି ଆମିଷ ବଜାରରେ ଭଲ ବ୍ୟବହାର । ଶେଷ ରଜରେ ସିଲଭରସିଟି ଆମିଷ ଦୋକାନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଶେଷ ରଜରେ ଆମିଷ ବ୍ୟବସାୟୀ ଖୁସ୍ଶେଷ ରଜରେ ଆମିଷ ବ୍ୟବସାୟୀ ଖୁସ୍

ଦୁଇ ଦିନ ସମ୍ପୂର୍ଣ୍ଣ ଆମିଷ ବେପାର ସମ୍ପୂର୍ଣ୍ଣ ମାନ୍ଦା ରହିଥିଲା । କିନ୍ତୁ ଆଜି(ବୁଧବାର) ସାମାନ୍ୟ ପରିବର୍ତ୍ତନ ହୋଇଛି । ଲୋକମାନେ କୋଭିଡ ନିୟମ ମାନି ମାସ୍କ, ସାମାଜିକ ଦୂରତ୍ୱ ମଧ୍ୟରେ ମାଛ, ମାଂସ କିଣିଥିବା ଦେଖିବାକୁ ମିଳିଛି । ତେବେ ଭଲ ବ୍ୟବସାୟ ହେବା ପରେ ଆମିଷ ବ୍ୟବସାୟୀ ମଧ୍ୟ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.