ETV Bharat / city

Justice For Mamita: ପୋଲିସ ଡିଜିଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ଥମିବାର ନାଁ ନେଉନି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଂଗଠନ ଆଗେଇ ଆସୁଥିବା ବେଳେ ଆଜି(ଗୁରୁବାର) ଓଡ଼ିଶା ଡ଼ିଜିପିଙ୍କୁ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ଅଧିକ ପଢନ୍ତୁ

author img

By

Published : Feb 17, 2022, 9:24 PM IST

Justice For Mamita:  ପୋଲିସ ଡିଜିଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ
Justice For Mamita: ପୋଲିସ ଡିଜିଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ

କଟକ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ଥମିବାର ନାଁ ନେଉନି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଂଗଠନ ଆଗେଇ ଆସୁଥିବା ବେଳେ ଆଜି(ଗୁରୁବାର) ଓଡ଼ିଶା ଡ଼ିଜିପିଙ୍କୁ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ଏ ନେଇ ସେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ମମିତା ମେହେର ହତ୍ୟା ଘଟଣାରେ ଡ଼ିଜିଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ। ତଦନ୍ତ ଓ ଚାର୍ଜସିଟ ସମ୍ବନ୍ଧରେ ଡ଼ିଜିଙ୍କ ପାଖରେ କୌଣସି ସୂଚନା ନାହିଁ। ପୁନର୍ବାର ଏହି ଘଟଣାରେ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟରେ ନାଁ ଦାଖଲ କରିବାର ଆବଶ୍ୟକତା ରହିଛି।

ଏହାବି ପଢନ୍ତୁ : Political Violence: ଗଞ୍ଜାମରେ ଜାଳିଦେଲେ କାର ସମେତ ପୋଷ୍ଟର ପାମ୍ପଲେଟ

ଓଡ଼ିଶା ପୋଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ସିବିଆଇ ତଦନ୍ତ କରିବା ନିହାତି ଆବଶ୍ୟକତା ରହିଛି। କେସକୁ ତର୍ଜମା କରିବାର ଆବଶ୍ୟକତା ରହିଛି।

ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ମହିଳା ସୁରକ୍ଷିତ ଅଛନ୍ତି। ମମିତା ମେହେର ଘଟଣାରେ ରାଜ୍ୟ ପୋଲିସ ତଦନ୍ତ ସଠିକ ଭାବେ କରୁଛି । ବର୍ତ୍ତମାନ ମାମଲା ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.