କଟକ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ପ୍ରତିବର୍ଷ ଏହାକୁ ବେଶ ଧୁମଧାମରେ ପାଳନ କରାଯାଇ ଥାଏ । ହେଲେ ଚଳିତବର୍ଷ କୋଭିଡ ପାଇଁ ସବୁ କିଛି ଠପ ହୋଇଯାଇଛି । କେବଳ ମାଆଙ୍କ ପୂଜା ରୀତିନୀତିରେ ହେବ । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ।
ଆଜିଠୁ ଆରମ୍ଭ ନବରାତ୍ର, ନାହିଁ ଭକ୍ତଙ୍କ କୋଳାହଳ - ଶନିବାର ଠୁ ଆରମ୍ଭ ନବରାତ୍ର ପୂଜା
ଚଳିତବର୍ଷ କୋଭିଡ ପାଇଁ ସବୁ କିଛି ଠପ ହୋଇଯାଇଛି । କେବଳ ମାଆଙ୍କ ପୂଜା ରୀତିନୀତିରେ ହେବ । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା । ଅଧିକ ପଢନ୍ତୁ...
nabaratra puja start to today
କଟକ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ପ୍ରତିବର୍ଷ ଏହାକୁ ବେଶ ଧୁମଧାମରେ ପାଳନ କରାଯାଇ ଥାଏ । ହେଲେ ଚଳିତବର୍ଷ କୋଭିଡ ପାଇଁ ସବୁ କିଛି ଠପ ହୋଇଯାଇଛି । କେବଳ ମାଆଙ୍କ ପୂଜା ରୀତିନୀତିରେ ହେବ । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ।
ଶନିବାର ଠୁ ଆରମ୍ଭ ନବରାତ୍ର ପୂଜା, ହେଲେ ନାହିଁ ଭକ୍ତଙ୍କ କୋଳାହଳ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ