ETV Bharat / city

କଟକରେ ଇଦ୍‌ ପାଳୁଛନ୍ତି ମୁସଲିମ୍‌ ଧର୍ମାବଲମ୍ବୀ - ମସଜିଦରେ ସମୂହ ନମାଜ ପାଠ

ଆଜି(ସୋମବାର) ହେଉଛି ପବିତ୍ର ଇଦ-ଉଲ- ଜୁହା। ଏହି ଅବସରରେ ଭାଇଚାରାର ସହର କଟକରେ ଇଦ୍‌ ପାଳୁଛନ୍ତି ମୁସଲିମ୍‌ ଧର୍ମାବଲମ୍ବୀ ।

ଡିଜାଇନ ଫଟୋ
author img

By

Published : Aug 12, 2019, 11:06 AM IST

କଟକ: ଆଜି(ସୋମବାର) ହେଉଛି ପବିତ୍ର ଇଦ- ଉଲ-ଜୁହା । ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବା ବକରୀ ଇଦ୍‌ ବୋଲି କୁହାଯାଏ। ଏହି ଅବସରରେ ମୁସଲିମ୍‌ ଧର୍ମାବଲମ୍ବୀ ସକାଳୁ ମସଜିଦରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜ୍ୟର ବିଭିନ୍ନ ମସଜିଦରେ ଏହାକୁ ଧୁମଧାମରେ ପାଳନ କରାଯାଉଥିବାବେଳେ, କଟକରେ ମଧ୍ୟ ଏହାକୁ ପାଳନ କରାଯାଇଛି। କଟକର ବିଭିନ୍ନ ମସଜିଦରେ ମୁସଲିମ୍‌ ଧର୍ମାବଲମ୍ବୀ ଭିଡ ଦେଖିବାକୁ ମିଳିଥିଲା। ତେବେ ଭାଇଚାରାର ସହର କଟକରେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ କରାଯାଇଛି । ସମୂହ ନମାଜ ପାଠ ପରେ ପରସ୍ପର ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ହେଉଛି ପବିତ୍ର ଇଦ - ଉଲ - ଜୁହା।ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବା ବକ୍ରୀଇଦ ବୋଲି କୁହାଯାଏ।ଏହି ଅବସରରେ ମୁସଲିମ ଶ୍ରଦ୍ଧାଳୁ ମାନେ ସକାଳୁ ମସଜିଦ ରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ ଶୁବେଛା ଜଣାଇଛନ୍ତି।ରାଜ୍ୟ ର ବିଭିନ୍ନ ମସଜିଦ ରେ ଏହି ପର୍ବକୁ ଧୁମ ଧାମ ରେ ପାଳନ କରାଯାଉଥିବାବେଳେ,କଟକ ରେ ମଧ୍ୟ ଏହାକୁ ଖୁବ ଧୁମ ଧାମରେ ପାଳନ କରାଯାଇଛି।କଟକ ର ବିଭିନ୍ନ ମସଜିଦ ରେ ମୁସଲମାନ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ତେବେ ଭାଇଚାର ସହର କଟକରେ ଭାଇଚାର ଭାବରେ ଏହି ପର୍ବକୁ ପାଳନ କରାଯାଇଛି।ତେବେ ସମୂହ ନମାଜ ପାଠ ପରେ ପରସ୍ପର କୁ ଆଲିଙ୍ଗନ କରି ଇଦ ର ଶୁବେଛା ଜଣାଇଛନ୍ତି। ଆଜି ଘରେ ଘରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।

ବାଇଟ - ସେକ କୁରେସ,ମୁସଲମାନ ଶ୍ରଦ୍ଧାଳୁ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.